Go to Beginning Odia General Knowledge MCQ Quiz [12]By Editorial Staff / February 26, 2023 February 26, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1784 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -12 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୨ 1 / 20 1. ତାସ ଖେଳର ଆବିଷ୍କାର ପ୍ରଥମେ କେଉଁ ଦେଶ କରିଥିଲା? A. ଚୀନ୍ B. ଭାରତ C. ଆମେରିକା D. ଜାପାନ 2 / 20 2. ଭାରତର କେଉଁ ରାଜ୍ୟ ସର୍ବାଧିକ ଆମ୍ବ ଉତ୍ପାଦନ କରିଥାଏ? A. ଓଡ଼ିଶା B. ଗୋଆ C. ଉତ୍ତରପ୍ରଦେଶ D. କେରଳ 3 / 20 3. ଭାରତରେ କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ? A. ମଧ୍ୟପ୍ରଦେଶ B. ତାମିଲନାଡୁ C. ଅରୁଣାଚଳ ପ୍ରଦେଶ D. ଓଡ଼ିଶା 4 / 20 4. ଭାରତର ଜାତୀୟ ସଙ୍ଗୀତ କେତେ ସମୟ ପର୍ଯ୍ୟନ୍ତ ଗାନ କରାଯାଏ? A. ୪୨ ସେକେଣ୍ଡ B. ୫୨ ସେକେଣ୍ଡ C. ୩୦ ସେକେଣ୍ଡ D. ୩୨ ସେକେଣ୍ଡ 5 / 20 5. କେଉଁ ଦେଶରେ ଗୋଟିଏ ବି ଆର୍ମି ନାହାଁନ୍ତି? A. ଇଟାଲୀ B. ଭୁଟାନ C. ନେପାଳ D. ଆଇସଲ୍ୟାଣ୍ଡ 6 / 20 6. କିଏ ଦୁଇଥର ଭାରତର ରାଷ୍ଟ୍ରପତି ହୋଇଥିଲେ? A. ସୁଭାଷ ଚନ୍ଦ୍ର ବୋଷ B. ମହାତ୍ମା ଗାନ୍ଧୀ C. ଭେଙ୍କେୟା ନାଇଡ଼ୁ D. ରାଜେନ୍ଦ୍ର ପ୍ରସାଦ 7 / 20 7. କୋକା କୋଲା କେଉଁ ଦେଶର କମ୍ପାନୀ ଅଟେ? A. ଆମେରିକା B. ଇଂଲଣ୍ଡ C. ଭାରତ D. ଚୀନ୍ 8 / 20 8. ଚାର ମିନାର କେଉଁଠାରେ ଅବସ୍ଥିତ? A. ହାଇଦ୍ରାବାଦ B. ଦିଲ୍ଲୀ C. ପଞ୍ଜାବ D. ମୁମ୍ବାଇ 9 / 20 9. ଭାରତରେ କାଗଜ ନୋଟ୍ କେବେ ପ୍ରଚଳନ ହୋଇଥିଲା? A. ୧୯୫୦ B. ୧୮୬୨ C. ୧୯୬୨ D. ୧୮୫୦ 10 / 20 10. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଚୋଡ଼ଗଙ୍ଗ ଦେବ B. ଯଯାତି କେଶରୀ C. ଅନଙ୍ଗ ଭୀମଦେବ D. ଲାଙ୍ଗୁଳା ନରସିଂହ ଦେବ 11 / 20 11. ନବଜାତ ଶିଶୁର ମସ୍ତିଷ୍କର ଓଜନ କେତେ? A. ୪୦୦ ଗ୍ରାମ B. ୩୦୦ ଗ୍ରାମ C. ୨୦୦ ଗ୍ରାମ D. ୫୦୦ ଗ୍ରାମ 12 / 20 12. ଭାରତରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ କେଉଁ ସହରରେ ଚାଲିଥିଲା? A. ଚେନ୍ନାଇ B. ମୁମ୍ବାଇ C. ଦିଲ୍ଲୀ D. କଲିକତା 13 / 20 13. ଭାରତର କେଉଁ ରାଜ୍ୟରେ ଲୋକମାନେ ଅଧିକ ଶିକ୍ଷିତ? A. ତାମିଲନାଡୁ B. ରାଜସ୍ଥାନ C. କେରଳ D. ଓଡ଼ିଶା 14 / 20 14. ନିମ୍ନଲିଖିତ ମଧ୍ୟରୁ କେଉଁ ରଙ୍ଗ ଶାନ୍ତିର ପ୍ରତୀକ ଅଟେ? A. ନୀଳ B. ହଳଦିଆ C. ଧଳା D. କଳା 15 / 20 15. କେଉଁ ଦେଶରେ ସବୁଠାରୁ ଅଧିକ ବିଦ୍ୟାଳୟ ଅଛି? A. ଚୀନ୍ B. ଭାରତ C. ଇଂଲଣ୍ଡ D. ଆମେରିକା 16 / 20 16. ପୃଥିବୀର ସବୁଠାରୁ ଧନୀ ଦେଶର ନାମ କଣ? A. ଜାପାନ B. ଇଂଲଣ୍ଡ C. ଆମେରିକା D. ଚୀନ୍ 17 / 20 17. ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ? A. ପ୍ରତିଭା ପାଟିଲ B. ମମତା ବାନାର୍ଜୀ C. ଇନ୍ଦିରା ଗାନ୍ଧୀ D. ସୋନିଆ ଗାନ୍ଧୀ 18 / 20 18. ଭାରତର କେଉଁ ରାଜ୍ୟ ସର୍ବାଧିକ ଆଖୁ ଉତ୍ପାଦନ କରେ? A. ଉତ୍ତରପ୍ରଦେଶ B. ଓଡ଼ିଶା C. କେରଳ D. ମହାରାଷ୍ଟ୍ର 19 / 20 19. ଭାରତରେ ପ୍ରଥମେ ୨୦୦୦ ହଜାର ଟଙ୍କିଆ ନୋଟ୍ କେବେ ପ୍ରଚଳନ ହୋଇଥିଲା? A. ୨୦୧୪ B. ୨୦୧୫ C. ୨୦୧୬ D. ୨୦୧୭ 20 / 20 20. କେଉଁ ଜୀବର ଆଖିରୁ ସବୁବେଳେ ଲୁହ ଝରିଥାଏ? A. ହରିଣ B. କୁମ୍ଭୀର C. ଘୋଡା D. ଗାଇ Your score is Share with your friends. LinkedIn Facebook Twitter 0% Restart quiz Spread the love