Go to Beginning Odia General Knowledge MCQ Quiz [11]By Editorial Staff / February 25, 2023 February 25, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2046 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -11 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୧ 1 / 20 1. ସରପଞ୍ଚ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୧ B. ୨୫ C. ୩୦ D. ୩୫ 2 / 20 2. ରାଜ୍ୟପାଳ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୦ B. ୩୫ C. ୨୫ D. ୨୧ 3 / 20 3. ନୀଳ ରଙ୍ଗର ସଡ଼କ କେଉଁ ଦେଶରେ ଦେଖିବାକୁ ମିଳିଥାଏ? A. ଜାପାନ B. କତାର C. ଆମେରିକା D. ଇଂଲଣ୍ଡ 4 / 20 4. GST ଭାରତରେ କେବେ ଆରମ୍ଭ ହୋଇଥିଲା? A. ୨୦୧୬ B. ୨୦୧୫ C. ୨୦୧୭ D. ୨୦୧୮ 5 / 20 5. କେଉଁ ଦେଶର ତିନୋଟି ରାଜଧାନୀ ଅଛି? A. ଚୀନ୍ B. ଦକ୍ଷିଣ ଆଫ୍ରିକା C. ନ୍ୟୁଜଲ୍ୟାଣ୍ଡ D. ଅଷ୍ଟ୍ରେଲିଆ 6 / 20 6. ଭାରତର କେଉଁ ରାଜ୍ୟକୁ ଇଂରେଜମାନେ ଶାସନ କରି ପାରି ନଥିଲେ? A. ମହାରାଷ୍ଟ୍ର B. ଓଡ଼ିଶା C. ପଞ୍ଜାବ D. ଗୋଆ 7 / 20 7. ବିଧାନସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୫ B. ୨୫ C. ୨୧ D. ୩୦ 8 / 20 8. ରାଜ୍ୟ ସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୦ B. ୨୫ C. ୩୫ D. ୨୧ 9 / 20 9. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ? A. କୁମ୍ଭୀର B. ସିଂହ C. ବାଘ D. ଭାଲୁ 10 / 20 10. ଲୋକସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୧ B. ୩୫ C. ୩୦ D. ୨୫ 11 / 20 11. କେଉଁ ଦେଶରେ ଗୋଟିଏ ବି ବିମାନ ବନ୍ଦର ନାହିଁ? A. ପାକିସ୍ଥାନ B. ଭାଟିକାନ ସିଟି C. ଭୁଟାନ D. ନେପାଳ 12 / 20 12. କେଉଁ ଦେଶ ପ୍ରଥମେ ଇଣ୍ଟରନେଟ୍ ବ୍ୟବହାର କରିଥିଲା? A. ଆମେରିକା B. ଜାପାନ C. ଚୀନ୍ D. ଇଂଲଣ୍ଡ 13 / 20 13. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ? A. ଜବାହର ଲାଲ ନେହେରୁ B. ରାଜେନ୍ଦ୍ର ପ୍ରସାଦ C. ଭେଙ୍କେୟା ନାଇଡ଼ୁ D. ସୁବାସ ଚନ୍ଦ୍ର ବୋଷ 14 / 20 14. ପୃଥିବୀର ସବୁଠାରୁ ଲମ୍ବା ନଦୀର ନାମ କଣ? A. ଗଙ୍ଗା ନଦୀ B. ନୀଳ ନଦୀ C. କାବେରୀ ନଦୀ D. ଆମାଜନ 15 / 20 15. ପୃଥିବୀର ସବୁଠାରୁ ବଡ଼ ଦ୍ଵୀପର ନାମ କଣ? A. ଗ୍ରୀନଲ୍ୟାଣ୍ଡ B. ସୁଇଜରଲ୍ୟାଣ୍ଡ C. ଆଇସଲ୍ୟାଣ୍ଡ D. ନେଦରଲ୍ୟାଣ୍ଡ 16 / 20 16. ମୁଖ୍ୟମନ୍ତ୍ରୀ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୫ B. ୩୦ C. ୨୫ D. ୨୧ 17 / 20 17. ଭାରତର କେଉଁ ରାଜ୍ୟ ପୋଙ୍ଗଲ ପର୍ବ ପାଇଁ ପ୍ରସିଦ୍ଧ ଅଟେ? A. ମହାରାଷ୍ଟ୍ର B. କେରଳ C. ତାମିଲନାଡୁ D. ଓଡ଼ିଶା 18 / 20 18. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ? A. ଭାରତ B. ଚୀନ୍ C. କତର D. ପାକିସ୍ଥାନ 19 / 20 19. ବିଧାନ ପରିଷଦର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ? A. ୩୦ B. ୨୫ C. ୨୧ D. ୩୫ 20 / 20 20. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ପ୍ରମେୟ B. ଉତ୍କଳ ଦୀପିକା C. ଉତ୍କଳ ଗୌରବ D. ସମାଜ Your score is Share with your friends. LinkedIn Facebook Twitter 0% Restart quiz Spread the love