Go to Beginning Odia General Knowledge MCQ Quiz [10]By Editorial Staff / February 24, 2023 February 24, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2411 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -10 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୦ 1 / 20 1. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ? A. ବାଘ B. କୁମ୍ଭୀର C. ସିଂହ D. ଭାଲୁ 2 / 20 2. ପୃଥିବୀର ସବୁଠାରୁ ବଡ଼ ମହାଦେଶର ନାମ କଣ? A. ଅଷ୍ଟ୍ରେଲିଆ B. ଏସିଆ C. ଆଫ୍ରିକା D. ୟୁରୋପ 3 / 20 3. କେଉଁ ଦେଶ ୨୦୧୧ ମସିହାରେ ସ୍ଵାଧୀନ ହୋଇଥିଲା? A. ସୁଡ଼ାନ B. ଭୁଟାନ C. ନେପାଳ D. ଶ୍ରୀଲଙ୍କା 4 / 20 4. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ? A. କତର B. ପାକିସ୍ଥାନ C. ଚୀନ୍ D. ଭାରତ 5 / 20 5. ପୃଥିବୀର ସବୁଠାରୁ ଗଭୀରତମ ମହାସାଗରର ନାମ କଣ? A. ଭାରତ ମହାସାଗର B. ଆର୍କଟିକ୍ ମହାସାଗର C. ଦକ୍ଷିଣ ମହାସାଗର D. ପ୍ରଶାନ୍ତ ମହାସାଗର 6 / 20 6. GST ଭାରତରେ କେବେ ଆରମ୍ଭ ହୋଇଥିଲା? A. ୨୦୧୭ B. ୨୦୧୬ C. ୨୦୧୫ D. ୨୦୧୮ 7 / 20 7. ପୃଥିବୀ ପୃଷ୍ଠରେ କେତୋଟି ମହାସାଗର ଅଛି? A. ୬ B. ୭ C. ୪ D. ୫ 8 / 20 8. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ? A. ଭେଙ୍କେୟା ନାଇଡ଼ୁ B. ରାଜେନ୍ଦ୍ର ପ୍ରସାଦ C. ଜବାହର ଲାଲ ନେହେରୁ D. ସୁବାସ ଚନ୍ଦ୍ର ବୋଷ 9 / 20 9. ମାନଚିତ୍ର ରେ ନଦୀ ଗୁଡ଼ିକୁ କେଉଁ ରଙ୍ଗ ଦ୍ୱାରା ସୂଚିତ କରାଯାଏ? A. ହଳଦିଆ B. ନୀଳ C. କଳା D. ଧଳା 10 / 20 10. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୧ B. ୨୫ C. ୨୦ D. ୧୮ 11 / 20 11. ପୃଥିବୀର ସବୁଠାରୁ ଛୋଟ ମହାଦେଶର ନାମ କଣ? A. ଅଷ୍ଟ୍ରେଲିଆ B. ଏସିଆ C. ୟୁରୋପ D. ଆଫ୍ରିକା 12 / 20 12. ଗୋଲାପ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ? A. ଭାରତ B. ଜାପାନ C. ଆମେରିକା D. ଇଂଲଣ୍ଡ 13 / 20 13. କେଉଁ ଦେଶର ତିନୋଟି ରାଜଧାନୀ ଅଛି? A. ଅଷ୍ଟ୍ରେଲିଆ B. ଦକ୍ଷିଣ ଆଫ୍ରିକା C. ନ୍ୟୁଜଲ୍ୟାଣ୍ଡ D. ଚୀନ୍ 14 / 20 14. କେଉଁ ମହାସାଗର ଗୋଟିଏ ଦେଶର ନାମରେ ରଖାଯାଇଛି? A. ଆର୍କଟିକ୍ ମହାସାଗର B. ଭାରତ ମହାସାଗର C. ପ୍ରଶାନ୍ତ ମହାସାଗର D. ଦକ୍ଷିଣ ମହାସାଗର 15 / 20 15. ପୃଥିବୀର ସବୁଠାରୁ ବଡ଼ ମହାସାଗରର ନାମ କଣ? A. ଆଟଲାଣ୍ଟିକ୍ ମହାସାଗର B. ଦକ୍ଷିଣ ମହାସାଗର C. ଭାରତ ମହାସାଗର D. ପ୍ରଶାନ୍ତ ମହାସାଗର 16 / 20 16. ନିମ୍ନଲିଖିତ ମଧ୍ୟରୁ ଭାରତର ସର୍ବୋଚ୍ଚ ପୁରସ୍କାରର ନାମ କଣ? A. ପଦ୍ମ ବିଭୂଷଣ B. ଭାରତ ରତ୍ନ C. ଅର୍ଜୁନ ପୁରସ୍କାର D. ପଦ୍ମଶ୍ରୀ 17 / 20 17. ପୃଥିବୀ ପୃଷ୍ଠରେ କେତୋଟି ମହାଦେଶ ଅଛି? A. ୪ B. ୫ C. ୬ D. ୭ 18 / 20 18. ପୃଥିବୀର ସବୁଠାରୁ ଛୋଟ ମହାସାଗରର ନାମ କଣ? A. ଆର୍କଟିକ୍ ମହାସାଗର B. ପ୍ରଶାନ୍ତ ମହାସାଗର C. ଭାରତ ମହାସାଗର D. ଦକ୍ଷିଣ ମହାସାଗର 19 / 20 19. ଭାରତରେ ମୋଟ କେତୋଟି ଭାଷା ଅଛି? A. ୧୦୦ B. ୧୧୨ C. ୧୨୧ D. ୧୨୦ 20 / 20 20. କେଉଁ ଜୀବ ଛୁଆ ଜନ୍ମ କରିବା ପରେ ମରିଯାଏ? A. ପ୍ରଜାପତି B. ଏଣ୍ଡୁଆ C. ବିଛା D. ପିମ୍ପୁଡ଼ି Your score is Share with your friends. LinkedIn Facebook Twitter 0% Restart quiz Spread the love