Go to Beginning Odia General Knowledge MCQ Quiz [10]By Editorial Staff / February 24, 2023 February 24, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1906 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -10 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୦ 1 / 20 1. ପୃଥିବୀ ପୃଷ୍ଠରେ କେତୋଟି ମହାଦେଶ ଅଛି? A. ୬ B. ୪ C. ୭ D. ୫ 2 / 20 2. ପୃଥିବୀର ସବୁଠାରୁ ବଡ଼ ମହାଦେଶର ନାମ କଣ? A. ଏସିଆ B. ଅଷ୍ଟ୍ରେଲିଆ C. ୟୁରୋପ D. ଆଫ୍ରିକା 3 / 20 3. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ? A. ସୁବାସ ଚନ୍ଦ୍ର ବୋଷ B. ରାଜେନ୍ଦ୍ର ପ୍ରସାଦ C. ଜବାହର ଲାଲ ନେହେରୁ D. ଭେଙ୍କେୟା ନାଇଡ଼ୁ 4 / 20 4. ଭାରତରେ ମୋଟ କେତୋଟି ଭାଷା ଅଛି? A. ୧୨୦ B. ୧୦୦ C. ୧୨୧ D. ୧୧୨ 5 / 20 5. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ? A. ବାଘ B. ସିଂହ C. ଭାଲୁ D. କୁମ୍ଭୀର 6 / 20 6. ପୃଥିବୀର ସବୁଠାରୁ ଛୋଟ ମହାଦେଶର ନାମ କଣ? A. ୟୁରୋପ B. ଏସିଆ C. ଆଫ୍ରିକା D. ଅଷ୍ଟ୍ରେଲିଆ 7 / 20 7. ପୃଥିବୀର ସବୁଠାରୁ ବଡ଼ ମହାସାଗରର ନାମ କଣ? A. ଦକ୍ଷିଣ ମହାସାଗର B. ଆଟଲାଣ୍ଟିକ୍ ମହାସାଗର C. ପ୍ରଶାନ୍ତ ମହାସାଗର D. ଭାରତ ମହାସାଗର 8 / 20 8. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୦ B. ୧୮ C. ୨୫ D. ୨୧ 9 / 20 9. ନିମ୍ନଲିଖିତ ମଧ୍ୟରୁ ଭାରତର ସର୍ବୋଚ୍ଚ ପୁରସ୍କାରର ନାମ କଣ? A. ପଦ୍ମ ବିଭୂଷଣ B. ପଦ୍ମଶ୍ରୀ C. ଅର୍ଜୁନ ପୁରସ୍କାର D. ଭାରତ ରତ୍ନ 10 / 20 10. ଗୋଲାପ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ? A. ଜାପାନ B. ଇଂଲଣ୍ଡ C. ଭାରତ D. ଆମେରିକା 11 / 20 11. ପୃଥିବୀର ସବୁଠାରୁ ଗଭୀରତମ ମହାସାଗରର ନାମ କଣ? A. ଦକ୍ଷିଣ ମହାସାଗର B. ଆର୍କଟିକ୍ ମହାସାଗର C. ଭାରତ ମହାସାଗର D. ପ୍ରଶାନ୍ତ ମହାସାଗର 12 / 20 12. GST ଭାରତରେ କେବେ ଆରମ୍ଭ ହୋଇଥିଲା? A. ୨୦୧୭ B. ୨୦୧୮ C. ୨୦୧୫ D. ୨୦୧୬ 13 / 20 13. କେଉଁ ଦେଶର ତିନୋଟି ରାଜଧାନୀ ଅଛି? A. ନ୍ୟୁଜଲ୍ୟାଣ୍ଡ B. ଚୀନ୍ C. ଅଷ୍ଟ୍ରେଲିଆ D. ଦକ୍ଷିଣ ଆଫ୍ରିକା 14 / 20 14. ପୃଥିବୀର ସବୁଠାରୁ ଛୋଟ ମହାସାଗରର ନାମ କଣ? A. ଦକ୍ଷିଣ ମହାସାଗର B. ଭାରତ ମହାସାଗର C. ଆର୍କଟିକ୍ ମହାସାଗର D. ପ୍ରଶାନ୍ତ ମହାସାଗର 15 / 20 15. କେଉଁ ଦେଶ ୨୦୧୧ ମସିହାରେ ସ୍ଵାଧୀନ ହୋଇଥିଲା? A. ଶ୍ରୀଲଙ୍କା B. ଭୁଟାନ C. ନେପାଳ D. ସୁଡ଼ାନ 16 / 20 16. କେଉଁ ମହାସାଗର ଗୋଟିଏ ଦେଶର ନାମରେ ରଖାଯାଇଛି? A. ଦକ୍ଷିଣ ମହାସାଗର B. ପ୍ରଶାନ୍ତ ମହାସାଗର C. ଭାରତ ମହାସାଗର D. ଆର୍କଟିକ୍ ମହାସାଗର 17 / 20 17. ମାନଚିତ୍ର ରେ ନଦୀ ଗୁଡ଼ିକୁ କେଉଁ ରଙ୍ଗ ଦ୍ୱାରା ସୂଚିତ କରାଯାଏ? A. ହଳଦିଆ B. ନୀଳ C. କଳା D. ଧଳା 18 / 20 18. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ? A. ଭାରତ B. ପାକିସ୍ଥାନ C. ଚୀନ୍ D. କତର 19 / 20 19. ପୃଥିବୀ ପୃଷ୍ଠରେ କେତୋଟି ମହାସାଗର ଅଛି? A. ୬ B. ୪ C. ୫ D. ୭ 20 / 20 20. କେଉଁ ଜୀବ ଛୁଆ ଜନ୍ମ କରିବା ପରେ ମରିଯାଏ? A. ପ୍ରଜାପତି B. ବିଛା C. ଏଣ୍ଡୁଆ D. ପିମ୍ପୁଡ଼ି Your score is Share with your friends. LinkedIn Facebook Twitter 0% Restart quiz Spread the love