Go to Beginning Odia General Knowledge MCQ Quiz [09]By Editorial Staff / February 23, 2023 February 23, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1659 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -09 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୯ 1 / 20 1. ଭାରତର ଜାତୀୟ ମିଠାର ନାମ କଣ? A. ଛେନା ପୋଡ଼ B. ଝିଲାପି C. ରସଗୋଲା D. ଗୋଲାପ ଜାମୁନ 2 / 20 2. ଭାରତର କେଉଁ ସହର ଅଙ୍ଗୁର ପାଇଁ ପ୍ରସିଦ୍ଧ? A. ମୁମ୍ବାଇ B. ଦିଲ୍ଲୀ C. ନାସିକ D. କଟକ 3 / 20 3. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ? A. ଯମୁନା B. ଗଙ୍ଗା C. ମହାନଦୀ D. ଗୋଦାବରୀ 4 / 20 4. କେଉଁ ଦେଶରେ ସୁନାର ଗାଡ଼ି ଚାଲେ? A. ଆମେରିକା B. ସାଉଦି ଆରବ C. ଜାପାନ D. ଇଂଲଣ୍ଡ 5 / 20 5. ଭାରତର କେଉଁ ସହରରେ ପ୍ରଥମେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଥିଲା? A. ଦିଲ୍ଲୀ B. ମୁମ୍ବାଇ C. କୋଲକତା D. ଚେନ୍ନାଇ 6 / 20 6. ଫଳ ମାନଙ୍କର ରାଣୀ କାହାକୁ କୁହାଯାଏ? A. ଲିଚୁ B. କମଳା C. ପିଜୁଳି D. ଆମ୍ବ 7 / 20 7. କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ? A. ଅକ୍ଟୋପସ B. ଅସରପା C. ମୟୂର D. ବାଘ 8 / 20 8. ଭାରତର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ କେଉଁଠି ଅଛି? A. ଓଡ଼ିଶା B. ଦିଲ୍ଲୀ C. ମୁମ୍ବାଇ D. ଚେନ୍ନାଇ 9 / 20 9. ଭାରତର କେଉଁ ରାଜ୍ୟ ସର୍ବାଧିକ ସୋୟାବିନ ଉତ୍ପାଦନ କରେ? A. ମଧ୍ୟପ୍ରଦେଶ B. ମହାରାଷ୍ଟ୍ର C. ଉତ୍ତରପ୍ରଦେଶ D. ତାମିଲନାଡୁ 10 / 20 10. ଭାରତର କେଉଁ ରାଜ୍ୟ ସବୁଠାରୁ ଅଧିକ ଚା ଉତ୍ପାଦନ କରେ? A. କୋଲକତା B. ମଧ୍ୟପ୍ରଦେଶ C. କେରଳ D. ଆସାମ 11 / 20 11. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ଅଛି? A. କେରଳ B. ମଧ୍ୟପ୍ରଦେଶ C. ଆସାମ D. ଓଡ଼ିଶା 12 / 20 12. କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ? A. ଜାପାନ B. ଅଷ୍ଟ୍ରେଲିଆ C. ସାଉଦି ଆରବ D. ଆମେରିକା 13 / 20 13. କଙ୍ଗାରୁ କେଉଁ ଦେଶର ଜାତୀୟ ପଶୁ ଅଟେ? A. ଶ୍ରୀଲଙ୍କା B. ଜାପାନ C. ଦକ୍ଷିଣ ଆଫ୍ରିକା D. ଅଷ୍ଟ୍ରେଲିଆ 14 / 20 14. କେଉଁ ପଶୁ ଜନ୍ମ ହେବାର ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ? A. ଭାଲୁ B. ଘୋଡା C. ବାଘ D. ହରିଣ 15 / 20 15. ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ K B. ଭିଟାମିନ A C. ଭିଟାମିନ D D. ଭିଟାମିନ C 16 / 20 16. କେଉଁ ଦେଶ ପ୍ରଥମେ ଚିନିର ଆବିଷ୍କାର କରିଥିଲା? A. ଭୁଟାନ B. ନେପାଳ C. ଭାରତ D. ଚୀନ୍ 17 / 20 17. କେଉଁ ଦେଶର ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ? A. ଭୁଟାନ B. ଶ୍ରୀଲଙ୍କା C. ନେପାଳ D. ପାକିସ୍ଥାନ 18 / 20 18. ଚନ୍ଦ୍ରପୃଷ୍ଠରେ ପାଣି ରହିଥିବାର ଅନୁସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା? A. ଭାରତ B. ଜାପାନ C. ଆମେରିକା D. ଇଂଲଣ୍ଡ 19 / 20 19. କେଉଁ ପଶୁ କୌଣସି ପ୍ରକାରର ଶବ୍ଦ କରିପାରେ ନାହିଁ? A. ହରିଣ B. ଜିରାଫ C. ଜଳହସ୍ତି D. କଙ୍ଗାରୁ 20 / 20 20. କେଉଁ ରାଜ୍ୟକୁ ଭାରତର ହୃଦୟ କୁହାଯାଏ? A. ଉତ୍ତରପ୍ରଦେଶ B. ମହାରାଷ୍ଟ୍ର C. ମଧ୍ୟପ୍ରଦେଶ D. ତାମିଲନାଡୁ Your score is Share with your friends. LinkedIn Facebook Twitter 0% Restart quiz Spread the love