Go to Beginning Odia General Knowledge MCQ Quiz [09]By Editorial Staff / February 23, 2023 February 23, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2154 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -09 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୯ 1 / 20 1. କେଉଁ ପଶୁ ଜନ୍ମ ହେବାର ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ? A. ଭାଲୁ B. ବାଘ C. ଘୋଡା D. ହରିଣ 2 / 20 2. କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ? A. ଆମେରିକା B. ଅଷ୍ଟ୍ରେଲିଆ C. ଜାପାନ D. ସାଉଦି ଆରବ 3 / 20 3. କେଉଁ ରାଜ୍ୟକୁ ଭାରତର ହୃଦୟ କୁହାଯାଏ? A. ତାମିଲନାଡୁ B. ଉତ୍ତରପ୍ରଦେଶ C. ମଧ୍ୟପ୍ରଦେଶ D. ମହାରାଷ୍ଟ୍ର 4 / 20 4. କେଉଁ ଦେଶର ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ? A. ଶ୍ରୀଲଙ୍କା B. ପାକିସ୍ଥାନ C. ନେପାଳ D. ଭୁଟାନ 5 / 20 5. କେଉଁ ଦେଶ ପ୍ରଥମେ ଚିନିର ଆବିଷ୍କାର କରିଥିଲା? A. ଚୀନ୍ B. ଭୁଟାନ C. ନେପାଳ D. ଭାରତ 6 / 20 6. ଚନ୍ଦ୍ରପୃଷ୍ଠରେ ପାଣି ରହିଥିବାର ଅନୁସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା? A. ଆମେରିକା B. ଇଂଲଣ୍ଡ C. ଜାପାନ D. ଭାରତ 7 / 20 7. ଫଳ ମାନଙ୍କର ରାଣୀ କାହାକୁ କୁହାଯାଏ? A. ପିଜୁଳି B. ଲିଚୁ C. ଆମ୍ବ D. କମଳା 8 / 20 8. ଭାରତର କେଉଁ ରାଜ୍ୟ ସବୁଠାରୁ ଅଧିକ ଚା ଉତ୍ପାଦନ କରେ? A. ମଧ୍ୟପ୍ରଦେଶ B. ଆସାମ C. କୋଲକତା D. କେରଳ 9 / 20 9. ଭାରତର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ କେଉଁଠି ଅଛି? A. ଓଡ଼ିଶା B. ଦିଲ୍ଲୀ C. ମୁମ୍ବାଇ D. ଚେନ୍ନାଇ 10 / 20 10. ଭାରତର କେଉଁ ସହର ଅଙ୍ଗୁର ପାଇଁ ପ୍ରସିଦ୍ଧ? A. ମୁମ୍ବାଇ B. କଟକ C. ଦିଲ୍ଲୀ D. ନାସିକ 11 / 20 11. କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ? A. ବାଘ B. ଅକ୍ଟୋପସ C. ଅସରପା D. ମୟୂର 12 / 20 12. ଭାରତର କେଉଁ ରାଜ୍ୟ ସର୍ବାଧିକ ସୋୟାବିନ ଉତ୍ପାଦନ କରେ? A. ଉତ୍ତରପ୍ରଦେଶ B. ମଧ୍ୟପ୍ରଦେଶ C. ମହାରାଷ୍ଟ୍ର D. ତାମିଲନାଡୁ 13 / 20 13. କଙ୍ଗାରୁ କେଉଁ ଦେଶର ଜାତୀୟ ପଶୁ ଅଟେ? A. ଅଷ୍ଟ୍ରେଲିଆ B. ଦକ୍ଷିଣ ଆଫ୍ରିକା C. ଶ୍ରୀଲଙ୍କା D. ଜାପାନ 14 / 20 14. ଭାରତର ଜାତୀୟ ମିଠାର ନାମ କଣ? A. ରସଗୋଲା B. ଗୋଲାପ ଜାମୁନ C. ଛେନା ପୋଡ଼ D. ଝିଲାପି 15 / 20 15. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ? A. ଗଙ୍ଗା B. ମହାନଦୀ C. ଯମୁନା D. ଗୋଦାବରୀ 16 / 20 16. ଭାରତର କେଉଁ ସହରରେ ପ୍ରଥମେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଥିଲା? A. ମୁମ୍ବାଇ B. ଚେନ୍ନାଇ C. ଦିଲ୍ଲୀ D. କୋଲକତା 17 / 20 17. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ଅଛି? A. ମଧ୍ୟପ୍ରଦେଶ B. ଓଡ଼ିଶା C. କେରଳ D. ଆସାମ 18 / 20 18. କେଉଁ ଦେଶରେ ସୁନାର ଗାଡ଼ି ଚାଲେ? A. ଇଂଲଣ୍ଡ B. ଜାପାନ C. ସାଉଦି ଆରବ D. ଆମେରିକା 19 / 20 19. କେଉଁ ପଶୁ କୌଣସି ପ୍ରକାରର ଶବ୍ଦ କରିପାରେ ନାହିଁ? A. କଙ୍ଗାରୁ B. ହରିଣ C. ଜିରାଫ D. ଜଳହସ୍ତି 20 / 20 20. ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ K B. ଭିଟାମିନ A C. ଭିଟାମିନ C D. ଭିଟାମିନ D Your score is Share with your friends. LinkedIn Facebook Twitter 0% Restart quiz Spread the love