Go to Beginning Odia General Knowledge MCQ Quiz [08]By Editorial Staff / February 22, 2023 February 22, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2145 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -08 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୮ 1 / 20 1. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ଅମ୍ଳଜାନ B. ହିଲିୟମ୍ C. ମିଥେନ୍ D. ଉଦଜାନ 2 / 20 2. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ଗ୍ରହାଣୁ ପୁଞ୍ଜ B. ଚନ୍ଦ୍ର C. ସୂର୍ଯ୍ୟ D. ସପ୍ତର୍ଷମଣ୍ଡଳ 3 / 20 3. କେଉଁ ମସିହା ଠାରୁ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା? A. ୧୯୧୩ B. ୧୯୧୧ C. ୧୯୧୨ D. ୧୯୧୦ 4 / 20 4. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୁନା ପଞ୍ଜୁରୀ B. ସୀତା ବିବାହ C. ଡୋରା D. ବାବୁଲ 5 / 20 5. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀ କେବେ ବି ଗଛ ଉପରେ ବସି ନଥାଏ? A. ମୟୂର B. ଟିଟୋନୀ C. ବାଦୁଡ଼ି D. ପାରା 6 / 20 6. କେଉଁ ଦେଶରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ? A. ଭାରତ B. କାନାଡା C. ହଂକଂ D. ଚୀନ୍ 7 / 20 7. କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ? A. ଅଷ୍ଟ୍ରେଲିଆ B. ଭାରତ C. ଆମେରିକା D. ଚୀନ୍ 8 / 20 8. ଭାରତର ଜାତୀୟ ପରିବାର ନାମ କଣ? A. ଶାଗ B. ବାଇଗଣ C. ଭେଣ୍ଡି D. ଆଳୁ 9 / 20 9. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ଏସିଟିକ୍ ଏସିଡ B. ଫରମିକ୍ ଏସିଡ C. ସଲଫୁରିକ୍ ଏସିଡ D. ହାଇଡ୍ରୋକ୍ଲୋରିକ ଏସିଡ 10 / 20 10. ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ର ନାମ କଣ ଥିଲା? A. ମାଡ୍ରାସ B. କେରଳ C. ମୁମ୍ବାଇ D. କୋଲକତା 11 / 20 11. କେଉଁ ଦେଶ ଉଡାଜାହାଜ ଆବିଷ୍କାର କରିଥିଲା? A. ଭାରତ B. ଚୀନ୍ C. ଆମେରିକା D. ଇଂଲଣ୍ଡ 12 / 20 12. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 8 B. 6 C. 12 D. 10 13 / 20 13. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. ତରଳ B. କଠିନ C. ନମନୀୟ D. ଗ୍ୟାସୀୟ 14 / 20 14. ମାଉଣ୍ଟ ଏଭେରେଷ୍ଟ ଉପରେ ଦୁଇଥର ଚଢ଼ିଥିବା ପ୍ରଥମ ମହିଳାଙ୍କ ନାମ କଣ? A. ସୁସ୍ମିତା ଦାସ B. କଳ୍ପନା ଚୌଧୁରି C. ସନ୍ତୋଷ ଯାଦବ D. ରିତା ଫାରିଆ 15 / 20 15. ମନୁଷ୍ୟ ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠି ଅଛି? A. ନାକ B. ମୁଣ୍ଡ C. କାନ D. ଆଖି 16 / 20 16. ତାଜମହଲ ରେ ସମୁଦାୟ କେତୋଟି ରୁମ୍ ଅଛି? A. ୧୦୦ B. ୨୨୦ C. ୨୦୦ D. ୧୨୦ 17 / 20 17. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଅର୍ଜୁନ B. ରୋମିଓ C. ଗପ ହେଲେ ବି ସତ D. ତତେ ମୋ ରାଣ 18 / 20 18. କେଉଁ ଦେଶ ପ୍ରଥମେ କାଗଜ ନୋଟ୍ ତିଆରି କରିଥିଲା? A. ଭାରତ B. ଚୀନ୍ C. ଇଂଲଣ୍ଡ D. ଆମେରିକା 19 / 20 19. ଗୀତ ଗୋବିନ୍ଦ ପୁସ୍ତକର ଲେଖକ କିଏ? A. ଜୟଦେବ B. ତୁଳସୀ ଦାସ C. ସାରଳା ଦାସ D. ଦେବ ବ୍ୟାସ 20 / 20 20. ଓସ୍କାର ପୁରସ୍କାର କେଉଁ କ୍ଷେତ୍ର ପାଇଁ ଦିଆଯାଏ? A. ସିନେମା B. ଚିତ୍ରକଳା C. ସଂସ୍କୃତ D. କ୍ରିକେଟ Your score is Share with your friends. LinkedIn Facebook Twitter 0% Restart quiz Spread the love