Go to Beginning Odia General Knowledge MCQ Quiz [08]By Editorial Staff / February 22, 2023 February 22, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2668 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -08 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୮ 1 / 20 1. ଓସ୍କାର ପୁରସ୍କାର କେଉଁ କ୍ଷେତ୍ର ପାଇଁ ଦିଆଯାଏ? A. ସିନେମା B. ସଂସ୍କୃତ C. କ୍ରିକେଟ D. ଚିତ୍ରକଳା 2 / 20 2. ଗୀତ ଗୋବିନ୍ଦ ପୁସ୍ତକର ଲେଖକ କିଏ? A. ଦେବ ବ୍ୟାସ B. ତୁଳସୀ ଦାସ C. ସାରଳା ଦାସ D. ଜୟଦେବ 3 / 20 3. କେଉଁ ମସିହା ଠାରୁ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା? A. ୧୯୧୧ B. ୧୯୧୦ C. ୧୯୧୨ D. ୧୯୧୩ 4 / 20 4. ଭାରତର ଜାତୀୟ ପରିବାର ନାମ କଣ? A. ଆଳୁ B. ବାଇଗଣ C. ଶାଗ D. ଭେଣ୍ଡି 5 / 20 5. କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ? A. ଭାରତ B. ଚୀନ୍ C. ଅଷ୍ଟ୍ରେଲିଆ D. ଆମେରିକା 6 / 20 6. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ରୋମିଓ B. ତତେ ମୋ ରାଣ C. ଗପ ହେଲେ ବି ସତ D. ଅର୍ଜୁନ 7 / 20 7. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. କଠିନ B. ଗ୍ୟାସୀୟ C. ତରଳ D. ନମନୀୟ 8 / 20 8. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀ କେବେ ବି ଗଛ ଉପରେ ବସି ନଥାଏ? A. ପାରା B. ଟିଟୋନୀ C. ମୟୂର D. ବାଦୁଡ଼ି 9 / 20 9. ତାଜମହଲ ରେ ସମୁଦାୟ କେତୋଟି ରୁମ୍ ଅଛି? A. ୨୨୦ B. ୧୨୦ C. ୧୦୦ D. ୨୦୦ 10 / 20 10. ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ର ନାମ କଣ ଥିଲା? A. ମୁମ୍ବାଇ B. କେରଳ C. କୋଲକତା D. ମାଡ୍ରାସ 11 / 20 11. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୀତା ବିବାହ B. ଡୋରା C. ସୁନା ପଞ୍ଜୁରୀ D. ବାବୁଲ 12 / 20 12. କେଉଁ ଦେଶ ଉଡାଜାହାଜ ଆବିଷ୍କାର କରିଥିଲା? A. ଭାରତ B. ଚୀନ୍ C. ଇଂଲଣ୍ଡ D. ଆମେରିକା 13 / 20 13. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 10 B. 12 C. 6 D. 8 14 / 20 14. କେଉଁ ଦେଶରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ? A. ଭାରତ B. ଚୀନ୍ C. କାନାଡା D. ହଂକଂ 15 / 20 15. ମନୁଷ୍ୟ ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠି ଅଛି? A. ମୁଣ୍ଡ B. ଆଖି C. ନାକ D. କାନ 16 / 20 16. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ଫରମିକ୍ ଏସିଡ B. ହାଇଡ୍ରୋକ୍ଲୋରିକ ଏସିଡ C. ସଲଫୁରିକ୍ ଏସିଡ D. ଏସିଟିକ୍ ଏସିଡ 17 / 20 17. କେଉଁ ଦେଶ ପ୍ରଥମେ କାଗଜ ନୋଟ୍ ତିଆରି କରିଥିଲା? A. ଆମେରିକା B. ଭାରତ C. ଚୀନ୍ D. ଇଂଲଣ୍ଡ 18 / 20 18. ମାଉଣ୍ଟ ଏଭେରେଷ୍ଟ ଉପରେ ଦୁଇଥର ଚଢ଼ିଥିବା ପ୍ରଥମ ମହିଳାଙ୍କ ନାମ କଣ? A. କଳ୍ପନା ଚୌଧୁରି B. ସୁସ୍ମିତା ଦାସ C. ସନ୍ତୋଷ ଯାଦବ D. ରିତା ଫାରିଆ 19 / 20 19. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ଚନ୍ଦ୍ର B. ଗ୍ରହାଣୁ ପୁଞ୍ଜ C. ସୂର୍ଯ୍ୟ D. ସପ୍ତର୍ଷମଣ୍ଡଳ 20 / 20 20. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ଉଦଜାନ B. ହିଲିୟମ୍ C. ମିଥେନ୍ D. ଅମ୍ଳଜାନ Your score is Share with your friends. LinkedIn Facebook Twitter 0% Restart quiz Spread the love