Go to Beginning » BSE Odisha 10th Class All Books PDF 10th Class All Books PDF On this page, you can find the entire 10th Class Odia Medium book in PDF format and you can download it and read it as Soft Copy on your phone. ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ବ୍ୟାକରଣ English & English Grammar ବୀଜ ଗଣିତ ଓ ଜ୍ୟାମିତି ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ଇତିହାସ,ରାଜନୀତି ବିଜ୍ଞାନ ଓ ଭୂଗୋଳ, ଅର୍ଥନୀତି ସଂସ୍କୃତ ଓ ସଂସ୍କୃତ ବ୍ୟାକରଣ ହିନ୍ଦୀ ଓ ହିନ୍ଦୀ ବ୍ୟାକରଣ 0% 3913 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଲିଙ୍ଗରାଜ ମନ୍ଦିର B. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର C. ଧବଳେଶ୍ଵର ମନ୍ଦିର D. କୋଣାର୍କର ସୂର୍ଯ୍ୟ ମନ୍ଦିର 2 / 50 2. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. ପୁରୀ B. କୋଣାର୍କ C. ହିମାଳୟ D. କପିଳାସ 3 / 50 3. ପିପିଲି କାହିଁକି ପ୍ରସିଦ୍ଧ ? A. ଚାନ୍ଦୁଆ B. ଆଖୁ C. ଧାନ D. ପାନ 4 / 50 4. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୧୯୯୭ B. ୧୯୫୦ C. ୨୦୧୨ D. ୧୯୯୯ 5 / 50 5. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ମିର ବିମାନ କାରଖାନା B. ଲୁହା କାରଖାନା C. ଆଲୁମିନିୟମ କାରଖାନା D. ଷ୍ଟିଲ କାରଖାନା 6 / 50 6. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1936 B. 1912 C. 1901 D. 1909 7 / 50 7. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. ଗୋପାଳପୁର C. ବାଲେଶ୍ୱର D. କୋଣାର୍କ 8 / 50 8. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୮୪ B. ୧୯୫୦ C. ୧୯୮୫ D. ୧୯୫୪ 9 / 50 9. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. ଏଇଥିରୁ କେଉଁଠି ନୁହେଁ C. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 10 / 50 10. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଢ଼େଙ୍କାନାଳ B. ବଡ଼ବିଲ C. ଥେରୁବାଲି D. ଖୋର୍ଦ୍ଧା 11 / 50 11. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1987 B. 1981 C. 1990 D. 1985 12 / 50 12. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ଗୋପାଳପୁର B. ମାଲକାନଗିରି C. ଦାରିଙ୍ଗି ବାଡି D. ପୁରୀ 13 / 50 13. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ଧନୁ ସଂକ୍ରାନ୍ତି B. ମକର ସଂକ୍ରାନ୍ତି C. ରଜ ସଂକ୍ରାନ୍ତି D. ପଣା ସଂକ୍ରାନ୍ତି 14 / 50 14. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ୱର B. ନବରଙ୍ଗପୁର କଟକ C. କଟକ D. ଜଗତସିଂହପୁର 15 / 50 15. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ବଲାଙ୍ଗିର B. ବାଲେଶ୍ଵର C. ସମ୍ବଲପୁର D. କେନ୍ଦୁଝର 16 / 50 16. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ଢ଼େଙ୍କାନାଳ B. ଖୋର୍ଦ୍ଧା C. କଟକ D. ବଡ଼ବିଲ 17 / 50 17. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ବ୍ରହ୍ମପୁର B. ରାଉଲକେଲା C. ଭୁବନେଶ୍ୱର D. କଟକ 18 / 50 18. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୦ B. ୨୧ C. ୨୫ D. ୧୮ 19 / 50 19. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. କୋଣାର୍କ,ପୁରୀ ,ଖୋର୍ଦ୍ଧା B. ପୁରୀ, ଭୁବନେଶ୍ୱର, କୋଣାର୍କ C. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର D. କଟକ, ଭୁବନେଶ୍ୱର, ପୁରୀ 20 / 50 20. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଡ଼ୀ ଜଗନ୍ନାଥ ପଟ୍ଟନାୟକ B. ଶ୍ରୀ ବିଜୁ ପଟ୍ଟନାୟକ C. ଏଇଥିରୁ କେଉଁଠି ନୁହେଁ D. ବିଶ୍ବନାଥ ଦାସ 21 / 50 21. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ବରଗଡ଼ B. ଢ଼େଙ୍କାନାଳ C. ସୁନ୍ଦରଗଡ଼ D. ବଡ଼ବିଲ 22 / 50 22. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୩୧୪ଟି B. ୩୨୪ଟି C. ୪୧୨ଟି D. ୨୨୦ଟି 23 / 50 23. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ବୈକୁଣ୍ଠନାଥ ଦେ B. ପ୍ରତିଭା ରାୟ C. ଫକୀର ମୋହନ ସେନାପତି D. ଗୌରୀଶଙ୍କର ରାୟ 24 / 50 24. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. ଢେଙ୍କାନାଳ C. ଯାଜପୁର D. ଗଜପତି 25 / 50 25. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ଉତ୍କଳ ଗୌରବ B. ସମାଜ C. ପ୍ରମେୟ D. ଉତ୍କଳ ଦୀପିକା 26 / 50 26. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. କୋରାପୁଟ B. କୌଶଲ୍ୟା ଗଙ୍ଗା C. ଗଙ୍ଗା D. ଏଇଥିରୁ କେଉଁଠି ନୁହେଁ 27 / 50 27. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ବାଲେଶ୍ଵର B. କଟକ C. ପୁରୀ D. ଭୁବନେଶ୍ୱର 28 / 50 28. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଲାଙ୍ଗୁଳା ନରସିଂହ ଦେବ B. ଚୋଡ଼ଗଙ୍ଗ ଦେବ C. ଯଯାତି କେଶରୀ D. ଅନଙ୍ଗ ଭୀମଦେବ 29 / 50 29. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ତତେ ମୋ ରାଣ B. ରୋମିଓ C. ଅର୍ଜୁନ D. ଗପ ହେଲେ ବି ସତ 30 / 50 30. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ବାବୁଲ B. ଡୋରା C. ସୁନା ପଞ୍ଜୁରୀ D. ସୀତା ବିବାହ 31 / 50 31. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. କଟକ C. ଗଞ୍ଜାମ D. କୋଣାର୍କ 32 / 50 32. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ଯାଜପୁର B. କେନ୍ଦ୍ରାପଡ଼ା C. ପୁରୀ D. ବାଲେଶ୍ଵର 33 / 50 33. ରାଜା ଖାରବେଳ କେଉଁ ବଂଶଜ ? A. ଚେଦି B. ମୌର୍ଯ୍ୟ C. ନନ୍ଦ D. ସୋମା 34 / 50 34. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. କଳାହାଣ୍ଡି ଜିଲ୍ଲା B. ଗଞ୍ଜାମ ଜିଲ୍ଲା C. ଗଜପତି ଜିଲ୍ଲା D. ଢେଙ୍କାନାଳ ଜିଲ୍ଲା 35 / 50 35. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. କନ୍ଧମାଳ B. ମୟୂରଭଞ୍ଜ C. ବରଗଡ଼ D. କଳାହାଣ୍ଡି 36 / 50 36. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ଭୀମ ଭୋଇ B. ମହିମା ଗୋସାଇଁ C. ସିଦ୍ଧ ବାବା D. ବାବା ବିଶ୍ବନାଥ 37 / 50 37. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ସୁନ୍ଦରଗଡ଼ B. ଖୋର୍ଦ୍ଧା C. ଢ଼େଙ୍କାନାଳ D. ବଡ଼ବିଲ 38 / 50 38. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. କୋଇଲା B. ଚୂନପଥର C. ଲୁହାପଥର D. ଅଭ୍ର 39 / 50 39. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1933 B. 1928 C. 1932 D. 1936 40 / 50 40. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଚିଲିକା B. ନନ୍ଦନକାନନ C. ଗୋପାଳପୁର D. ଭିତରକନିକା 41 / 50 41. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 2001 B. 1999 C. 2000 D. 1998 42 / 50 42. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ B. ସମ୍ବଲପୁର ବିଶ୍ୱବିଦ୍ୟାଳୟ C. ସାଲେପୁର ବିଶ୍ଵବିଦ୍ୟାଳୟ D. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ 43 / 50 43. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ଭୁବନେଶ୍ୱର C. କଟକ D. ରାଉଲକେଲା 44 / 50 44. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ଭଞ୍ଜନଗର C. କୋରାପୁଟ D. ଫୁଲବାଣୀ 45 / 50 45. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ପଶ୍ଚିମ ରେଳପଥ B. ପୂର୍ବ ରେଳପଥ C. ଦକ୍ଷିଣ ରେଳପଥ D. ପୂର୍ବତଟ ରେଳପଥ 46 / 50 46. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ବରଗଡ଼ B. ଭୁବନେଶ୍ବର C. ଖୋର୍ଦ୍ଧା D. କଟକ 47 / 50 47. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ମୁଗ B. ଗହମ C. ଆଖୁ D. ଧାନ 48 / 50 48. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. ମାହାଙ୍ଗା B. ବ୍ରହ୍ମପୁର C. ଭୁବନେଶ୍ୱର D. କଟକ 49 / 50 49. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. କୋଣାର୍କର ସୂର୍ଯ୍ୟ ମନ୍ଦିର B. ଧବଳେଶ୍ଵର ମନ୍ଦିର C. ଲିଙ୍ଗରାଜ ମନ୍ଦିର D. ପୁରୀର ଜଗନ୍ନାଥ ମନ୍ଦିର 50 / 50 50. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. ଯମୁନା B. ତୃଷ୍ଣା C. କାବେରୀ D. ମହାନଦୀ Your score is Share with your friends. LinkedIn Facebook Twitter 0% Restart quiz sa2 exam 10th class 2023 odisha | 10th class sa2 question paper 2023 odisha – download now March 7, 2023sa2 exam 9th class 2023 odisha | 9th class sa2 question paper 2023 odisha – download now February 22, 2023Formative Assessment Papers Download 2023 February 19, 2023Formative Assessment 2023 February 19, 2023sa1 exam 10th class 2022 odisha | 10th class sa1 question paper 2022 odisha – download now February 3, 2023sa1 exam 9th class 2022 odisha | 9th class sa1 question paper 2022 odisha – download now February 3, 2023sa2 exam 10th class question answer 2023 | sa2 exam 10th class 2023 odisha February 2, 2023