Go to Beginning Odia General Knowledge MCQ Quiz [16]By Editorial Staff / March 2, 2023 March 2, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1660 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -16 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୬ 1 / 20 1. ସବୁଠାରୁ ବଡ଼ ବରଫ ମହୋତ୍ସବ କେଉଁ ଦେଶରେ ପାଳନ ହୁଏ? A. ଋଷିଆ B. ଚୀନ C. ଆମେରିକା D. ଜାପାନ 2 / 20 2. ଏଫିଲ ଟାୱାର କେଉଁ ଦେଶରେ ଅବସ୍ଥିତ? A. ଚୀନ୍ B. ଆମେରିକା C. ଫ୍ରାନ୍ସ D. ଋଷିଆ 3 / 20 3. କମ୍ପ୍ୟୁଟରର ଉଦ୍ଭବନା କିଏ କରିଥିଲେ? A. ଚର୍ଲାସ ବାବେଜ B. ନିଉଟନ C. ମର୍କୋନି D. ଏଲନ ମସ୍କ 4 / 20 4. ଦିଲ୍ଲୀରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ସମାଧିର ନାମ କଣ? A. କିସାନ ଘାଟ B. ଶକ୍ତି ସ୍ଥଳ C. ବିଜୟଘାଟ D. ରାଜଘାଟ 5 / 20 5. ସମ୍ବିଧାନ ର ଜନକ କାହାକୁ କୁହାଯାଏ? A. ଜବାହାରଲାଲ ନେହେରୁ B. ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ C. ମହାତ୍ମା ଗାନ୍ଧୀ D. ଭୀମରାଓ ଆମ୍ବେଦକର 6 / 20 6. କେରଳ ରାଜ୍ୟର ସରକାରୀ ଭାଷା କଣ? A. କାନାଡା B. ତେଲୁଗୁ C. ଓଡିଆ D. ମାଲାୟାଲାମ 7 / 20 7. ଭାରତର କେଉଁଠାରେ ପ୍ରଥମ କମ୍ପ୍ୟୁଟର ତିଆରି ହୋଇଥିଲା? A. ମୁମ୍ବାଇ B. ଚେନ୍ନାଇ C. କୋଲକାତା D. ଦିଲ୍ଲୀ 8 / 20 8. ବିଶ୍ବର ବୃହତମ ଦେଶ କିଏ? A. ଚୀନ୍ B. ଆମେରିକା C. ଋଷିଆ D. ଭାରତ 9 / 20 9. ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁଠି ହୋଇଥିଲା? A. ବୋଧଗୟା B. ବାରଣାସୀ C. ଲୁମ୍ବିନି D. କୁଶିନଗର 10 / 20 10. ହୀରାକୁଦ ଜଳଭଣ୍ଡାର ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? A. ବାଲେଶ୍ଵର B. ସମ୍ବଲପୁର C. ଗଞ୍ଜାମ D. ଖୋର୍ଦ୍ଧା 11 / 20 11. ଭାରତର କେଉଁ ରାଜ୍ୟ ସର୍ବାଧିକ କଦଳୀ ଉପ୍ତାଦନ କରେ? A. ଓଡ଼ିଶା B. ଗୋଆ C. କେରଳ D. ତାମିଲନାଡୁ 12 / 20 12. ହିନ୍ଦୀ ଦିବସ କେବେ ପାଳନ କରାଯାଏ? A. ଅଗଷ୍ଟ ୧୫ B. ସେପ୍ଟେମ୍ବର ୧୪ C. ଡିସେମ୍ବର ୨ D. ଜାନୁୟାରୀ ୨୬ 13 / 20 13. କେଉଁ ଦେଶରେ ଧଳା ହାତୀ ଦେଖାଯାଆନ୍ତି ? A. ଆମେରିକା B. ଜାପାନ C. ଥାଇଲାଣ୍ଡ D. ଅଷ୍ଟ୍ରେଲିଆ 14 / 20 14. କେଉଁ ପକ୍ଷୀର ଡେଣା ନଥାଏ? A. ଓଟ ପକ୍ଷୀ B. କିୱ ପକ୍ଷୀ C. ବାଦୁଡି D. କୁକୁଡ଼ା 15 / 20 15. କେଉଁ ନଦୀ ଉପରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ହୋଇଛି? A. ଗଙ୍ଗା B. ଯମୁନା C. କାବେରୀ D. ମହାନଦୀ 16 / 20 16. କେଉଁ ଗଛ ମୂଳେ ଶୋଇଲେ ମନୁଷ୍ୟ ମରିପାରେ? A. ବର ଗଛ B. ପିଜୁଳି ଗଛ C. ନିମ ଗଛ D. ବେଲ ଗଛ 17 / 20 17. ଭାରତର ସବୁଠାରୁ ବଡ଼ ବ୍ୟାଙ୍କର ନାମ କଣ? A. HDFC B. SBI C. RBI D. BOI 18 / 20 18. ପୋଙ୍ଗଲ କେଉଁ ରାଜ୍ୟର ପ୍ରମୁଖ ପର୍ବ? A. ଓଡ଼ିଶା B. ତାମିଲନାଡୁ C. ମହାରାଷ୍ଟ୍ର D. କେରଳ 19 / 20 19. କେଉଁ ଜୀବ ତାର ଚର୍ମ ଦ୍ଵାରା ଶ୍ୱାସକ୍ରିୟା କରିଥାଏ? A. ବେଙ୍ଗ B. ମୂଷା C. କଇଁଛ D. ମାଛ 20 / 20 20. କିଏ ଗୀତା ଗୋବିନ୍ଦ ରଚନା କରିଛନ୍ତି? A. ଗୋପବନ୍ଧୁ ଦାସ B. ଜୟଦେବ C. ସାରଳା ଦାସ D. ତୁଳସୀ ଦାସ Your score is Share with your friends. LinkedIn Facebook Twitter 0% Restart quiz Spread the love