Go to Beginning Odia General Knowledge MCQ Quiz [16]By Editorial Staff / March 2, 2023 March 2, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1292 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -16 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୬ 1 / 20 1. କିଏ ଗୀତା ଗୋବିନ୍ଦ ରଚନା କରିଛନ୍ତି? A. ସାରଳା ଦାସ B. ଗୋପବନ୍ଧୁ ଦାସ C. ତୁଳସୀ ଦାସ D. ଜୟଦେବ 2 / 20 2. ସବୁଠାରୁ ବଡ଼ ବରଫ ମହୋତ୍ସବ କେଉଁ ଦେଶରେ ପାଳନ ହୁଏ? A. ଜାପାନ B. ଚୀନ C. ଆମେରିକା D. ଋଷିଆ 3 / 20 3. ହିନ୍ଦୀ ଦିବସ କେବେ ପାଳନ କରାଯାଏ? A. ଅଗଷ୍ଟ ୧୫ B. ଡିସେମ୍ବର ୨ C. ଜାନୁୟାରୀ ୨୬ D. ସେପ୍ଟେମ୍ବର ୧୪ 4 / 20 4. କେଉଁ ପକ୍ଷୀର ଡେଣା ନଥାଏ? A. କିୱ ପକ୍ଷୀ B. ଓଟ ପକ୍ଷୀ C. କୁକୁଡ଼ା D. ବାଦୁଡି 5 / 20 5. କେଉଁ ଗଛ ମୂଳେ ଶୋଇଲେ ମନୁଷ୍ୟ ମରିପାରେ? A. ବର ଗଛ B. ନିମ ଗଛ C. ବେଲ ଗଛ D. ପିଜୁଳି ଗଛ 6 / 20 6. ହୀରାକୁଦ ଜଳଭଣ୍ଡାର ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? A. ସମ୍ବଲପୁର B. ବାଲେଶ୍ଵର C. ଖୋର୍ଦ୍ଧା D. ଗଞ୍ଜାମ 7 / 20 7. କେଉଁ ନଦୀ ଉପରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ହୋଇଛି? A. କାବେରୀ B. ଗଙ୍ଗା C. ମହାନଦୀ D. ଯମୁନା 8 / 20 8. କେରଳ ରାଜ୍ୟର ସରକାରୀ ଭାଷା କଣ? A. ତେଲୁଗୁ B. କାନାଡା C. ମାଲାୟାଲାମ D. ଓଡିଆ 9 / 20 9. ପୋଙ୍ଗଲ କେଉଁ ରାଜ୍ୟର ପ୍ରମୁଖ ପର୍ବ? A. ତାମିଲନାଡୁ B. ଓଡ଼ିଶା C. ମହାରାଷ୍ଟ୍ର D. କେରଳ 10 / 20 10. କେଉଁ ଦେଶରେ ଧଳା ହାତୀ ଦେଖାଯାଆନ୍ତି ? A. ଆମେରିକା B. ଜାପାନ C. ଥାଇଲାଣ୍ଡ D. ଅଷ୍ଟ୍ରେଲିଆ 11 / 20 11. ଦିଲ୍ଲୀରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ସମାଧିର ନାମ କଣ? A. ବିଜୟଘାଟ B. ଶକ୍ତି ସ୍ଥଳ C. କିସାନ ଘାଟ D. ରାଜଘାଟ 12 / 20 12. ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁଠି ହୋଇଥିଲା? A. ବାରଣାସୀ B. ଲୁମ୍ବିନି C. ବୋଧଗୟା D. କୁଶିନଗର 13 / 20 13. କେଉଁ ଜୀବ ତାର ଚର୍ମ ଦ୍ଵାରା ଶ୍ୱାସକ୍ରିୟା କରିଥାଏ? A. ମାଛ B. କଇଁଛ C. ବେଙ୍ଗ D. ମୂଷା 14 / 20 14. କମ୍ପ୍ୟୁଟରର ଉଦ୍ଭବନା କିଏ କରିଥିଲେ? A. ମର୍କୋନି B. ଏଲନ ମସ୍କ C. ଚର୍ଲାସ ବାବେଜ D. ନିଉଟନ 15 / 20 15. ବିଶ୍ବର ବୃହତମ ଦେଶ କିଏ? A. ଚୀନ୍ B. ଋଷିଆ C. ଆମେରିକା D. ଭାରତ 16 / 20 16. ଭାରତର କେଉଁଠାରେ ପ୍ରଥମ କମ୍ପ୍ୟୁଟର ତିଆରି ହୋଇଥିଲା? A. କୋଲକାତା B. ମୁମ୍ବାଇ C. ଦିଲ୍ଲୀ D. ଚେନ୍ନାଇ 17 / 20 17. ଭାରତର ସବୁଠାରୁ ବଡ଼ ବ୍ୟାଙ୍କର ନାମ କଣ? A. SBI B. BOI C. RBI D. HDFC 18 / 20 18. ଭାରତର କେଉଁ ରାଜ୍ୟ ସର୍ବାଧିକ କଦଳୀ ଉପ୍ତାଦନ କରେ? A. ଗୋଆ B. କେରଳ C. ତାମିଲନାଡୁ D. ଓଡ଼ିଶା 19 / 20 19. ଏଫିଲ ଟାୱାର କେଉଁ ଦେଶରେ ଅବସ୍ଥିତ? A. ଆମେରିକା B. ଫ୍ରାନ୍ସ C. ଋଷିଆ D. ଚୀନ୍ 20 / 20 20. ସମ୍ବିଧାନ ର ଜନକ କାହାକୁ କୁହାଯାଏ? A. ଭୀମରାଓ ଆମ୍ବେଦକର B. ମହାତ୍ମା ଗାନ୍ଧୀ C. ଜବାହାରଲାଲ ନେହେରୁ D. ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ Your score is Share with your friends. LinkedIn Facebook Twitter 0% Restart quiz Spread the love