Go to Beginning Odia General Knowledge MCQ Quiz [15]By Editorial Staff / March 1, 2023 March 1, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1286 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -15 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୫ 1 / 20 1. ଅର୍ଥଶାସ୍ତ୍ର ର ଲେଖକ କିଏ? A. ଚାଣକ୍ୟ B. ବ୍ୟାସଦେବ C. ବାଲ୍ମୀକି D. ତୁଳସୀ ଦାସ 2 / 20 2. କାହାର ଜନ୍ମ ଦିନକୁ ଶିଶୁଦିବସ ରୂପେ ପାଳନ କରାଯାଏ? A. ଜବାହରଲାଲ ନେହେରୁ B. ସୁବାସ ଚନ୍ଦ୍ର ବୋଷ C. ମହାତ୍ମା ଗାନ୍ଧୀ D. ସର୍ବପଲ୍ଲୀ ରାଧାକ୍ରିଷ୍ଣନ 3 / 20 3. ଇନ୍ଦ୍ରଧନୁ ରେ କେତୋଟି ରଙ୍ଗ ଅଛି? A. ୬ B. ୫ C. ୩ D. ୭ 4 / 20 4. କାହାର ଜନ୍ମ ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ? A. ସର୍ବପଲ୍ଲୀ ରାଧାକ୍ରିଷ୍ଣନ B. ଗୋପବନ୍ଧୁ ଦାସ C. ମହାତ୍ମା ଗାନ୍ଧୀ D. ସୁବାସ ଚନ୍ଦ୍ର ବୋଷ 5 / 20 5. ନଳବନ ପକ୍ଷୀ ଅଭୟାରଣ୍ୟ କେଉଁଠି ଅବସ୍ଥିତ? A. ଓଡ଼ିଶା B. ଛତିଶଗଡ଼ C. ଆନ୍ଧ୍ରପ୍ରଦେଶ D. ପଶ୍ଚିମବଙ୍ଗ 6 / 20 6. ନୀଳନଦୀ କେଉଁଠାରୁ ଉତ୍ପନ ହୋଇଛି? A. ଲୋହିତ ସାଗର B. ଚିଲିକା ହ୍ରଦ C. ଭିକ୍ଟୋରିଆ ହ୍ରଦ D. କିବୁ ହ୍ରଦ 7 / 20 7. କେଉଁ ଗଛରେ ଫୁଲ ହୁଏ ନାହିଁ? A. କଦଳୀ B. ଆମ୍ବ C. ପଣସ D. ଛତୁ 8 / 20 8. ଭାରତର କେଉଁ ମନ୍ଦିର ସବୁଠାରୁ ଧନୀ ଅଟେ? A. ପଦ୍ମନାଭସ୍ଵାମୀ ମନ୍ଦିର B. ବୌଷ୍ଣୋଦେବୀ ମନ୍ଦିର C. ପୁରୀ ଜଗନ୍ନାଥ ମନ୍ଦିର D. ତିରୁପତିର ବାଲାଜୀ ମନ୍ଦିର 9 / 20 9. ଭାରତରେ କାହାକୁ ହିନ୍ଦୀ ସାହିତ୍ୟର ଜନକ କୁହାଯାଏ? A. ସାରଳା ଦାସ B. ଗୋପବନ୍ଧୁ ଦାସ C. ହରିଶଚନ୍ଦ୍ର D. ତୁଳସୀ ଦାସ 10 / 20 10. କେଉଁଠି ବିଶ୍ବର ସବୁଠାରୁ ବଡ଼ କୋଠାଘର? A. ପେଟ୍ରୋନାସ ଟାୱାର B. ତାଜମହଲ C. ବୁର୍ଜ ଖଲିଫା D. ସାଙ୍ଗାଇ ଟାୱାର 11 / 20 11. ସୌରଜଗତର ବୃହତ୍ତମ ଗ୍ରହର ନାମ କଣ? A. ବୃହସ୍ପତି B. ବୁଧ C. ମଙ୍ଗଳ D. ଶନି 12 / 20 12. Samsung କେଉଁ ଦେଶର କମ୍ପାନୀ ଅଟେ? A. ଚୀନ୍ B. ଜାପାନ C. ଦକ୍ଷିଣ କୋରିଆ D. ଆମେରିକା 13 / 20 13. ଭୂମିକମ୍ପର ତୀବ୍ରତା କେଉଁ ସ୍କେଲରେ ମପାଯାଏ? A. ରିକ୍ଟର ସ୍କେଲ B. ମେଟ୍ରିକ୍ ସ୍କେଲ C. ମାର୍ସେଲି ସ୍କେଲ D. ରୌଖିକ ସ୍କେଲ 14 / 20 14. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଜଙ୍ଗଲ ଅଛି? A. ଓଡ଼ିଶା B. ମଧ୍ୟପ୍ରଦେଶ C. ଛତିଶଗଡ଼ D. ଅରୁଣାଚଳ ପ୍ରଦେଶ 15 / 20 15. ଶିବ ପୁରାଣ ଅନୁସାରେ ଭାରତର କେଉଁ ଜୋର୍ତିଲିଙ୍ଗଟି ତୀର୍ଥ ନୁହେଁ? A. ସୋମନାଥ B. କାଶୀ ବିଶ୍ଵନାଥ C. ଅମରନାଥ D. ତ୍ରମ୍ବକେଶ୍ୱର 16 / 20 16. ଏଲୋରା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ? A. ମଧ୍ୟପ୍ରଦେଶ B. କର୍ଣ୍ଣାଟକ C. ମହାରାଷ୍ଟ୍ର D. ଓଡ଼ିଶା 17 / 20 17. କେଉଁ ଦେଶରେ ପ୍ରଥମେ ରେଳ ସେବା ପ୍ରଚଳନ ହୋଇଥିଲା? A. ଆମେରିକା B. ଜାପାନ C. ଇଂଲଣ୍ଡ D. ଚୀନ୍ 18 / 20 18. କୋଲକାତାର ପ୍ରସିଦ୍ଧ ହାୱଡା ପୋଲର ଅନ୍ୟନାମ କଣ? A. ବିଦ୍ୟାସାଗର ସେତୁ B. ବିବେକାନନ୍ଦ ସେତୁ C. ନିବେଦିତା ସେତୁ D. ରବୀନ୍ଦ୍ରନାଥ ସେତୁ 19 / 20 19. ଧଳାହାତୀ ର ଦେଶ କାହାକୁ କୁହାଯାଏ? A. ଆମେରିକା B. ଭାରତ C. ଜାପାନ D. ଥାଇଲାଣ୍ଡ 20 / 20 20. କିଏ ବିଶ୍ୱରେ ସର୍ବାଧିକ ଚା ଉତ୍ପାଦନ କରେ? A. ଶ୍ରୀଲଙ୍କା B. ଭାରତ C. ଜାପାନ D. ଚୀନ୍ Your score is Share with your friends. LinkedIn Facebook Twitter 0% Restart quiz Spread the love