Go to Beginning Odia General Knowledge MCQ Quiz [15]By Editorial Staff / March 1, 2023 March 1, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1724 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -15 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୫ 1 / 20 1. ଭାରତର କେଉଁ ରାଜ୍ୟରେ ସର୍ବାଧିକ ଜଙ୍ଗଲ ଅଛି? A. ଛତିଶଗଡ଼ B. ମଧ୍ୟପ୍ରଦେଶ C. ଓଡ଼ିଶା D. ଅରୁଣାଚଳ ପ୍ରଦେଶ 2 / 20 2. ଏଲୋରା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ? A. ମହାରାଷ୍ଟ୍ର B. କର୍ଣ୍ଣାଟକ C. ଓଡ଼ିଶା D. ମଧ୍ୟପ୍ରଦେଶ 3 / 20 3. ଇନ୍ଦ୍ରଧନୁ ରେ କେତୋଟି ରଙ୍ଗ ଅଛି? A. ୭ B. ୩ C. ୬ D. ୫ 4 / 20 4. ଅର୍ଥଶାସ୍ତ୍ର ର ଲେଖକ କିଏ? A. ବ୍ୟାସଦେବ B. ତୁଳସୀ ଦାସ C. ଚାଣକ୍ୟ D. ବାଲ୍ମୀକି 5 / 20 5. କୋଲକାତାର ପ୍ରସିଦ୍ଧ ହାୱଡା ପୋଲର ଅନ୍ୟନାମ କଣ? A. ନିବେଦିତା ସେତୁ B. ବିବେକାନନ୍ଦ ସେତୁ C. ରବୀନ୍ଦ୍ରନାଥ ସେତୁ D. ବିଦ୍ୟାସାଗର ସେତୁ 6 / 20 6. କାହାର ଜନ୍ମ ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ? A. ଗୋପବନ୍ଧୁ ଦାସ B. ସୁବାସ ଚନ୍ଦ୍ର ବୋଷ C. ସର୍ବପଲ୍ଲୀ ରାଧାକ୍ରିଷ୍ଣନ D. ମହାତ୍ମା ଗାନ୍ଧୀ 7 / 20 7. ସୌରଜଗତର ବୃହତ୍ତମ ଗ୍ରହର ନାମ କଣ? A. ବୁଧ B. ମଙ୍ଗଳ C. ଶନି D. ବୃହସ୍ପତି 8 / 20 8. ଭାରତରେ କାହାକୁ ହିନ୍ଦୀ ସାହିତ୍ୟର ଜନକ କୁହାଯାଏ? A. ତୁଳସୀ ଦାସ B. ସାରଳା ଦାସ C. ହରିଶଚନ୍ଦ୍ର D. ଗୋପବନ୍ଧୁ ଦାସ 9 / 20 9. Samsung କେଉଁ ଦେଶର କମ୍ପାନୀ ଅଟେ? A. ଜାପାନ B. ଚୀନ୍ C. ଦକ୍ଷିଣ କୋରିଆ D. ଆମେରିକା 10 / 20 10. ଭୂମିକମ୍ପର ତୀବ୍ରତା କେଉଁ ସ୍କେଲରେ ମପାଯାଏ? A. ରିକ୍ଟର ସ୍କେଲ B. ମେଟ୍ରିକ୍ ସ୍କେଲ C. ମାର୍ସେଲି ସ୍କେଲ D. ରୌଖିକ ସ୍କେଲ 11 / 20 11. ଧଳାହାତୀ ର ଦେଶ କାହାକୁ କୁହାଯାଏ? A. ଆମେରିକା B. ଜାପାନ C. ଥାଇଲାଣ୍ଡ D. ଭାରତ 12 / 20 12. ଭାରତର କେଉଁ ମନ୍ଦିର ସବୁଠାରୁ ଧନୀ ଅଟେ? A. ତିରୁପତିର ବାଲାଜୀ ମନ୍ଦିର B. ପୁରୀ ଜଗନ୍ନାଥ ମନ୍ଦିର C. ପଦ୍ମନାଭସ୍ଵାମୀ ମନ୍ଦିର D. ବୌଷ୍ଣୋଦେବୀ ମନ୍ଦିର 13 / 20 13. କିଏ ବିଶ୍ୱରେ ସର୍ବାଧିକ ଚା ଉତ୍ପାଦନ କରେ? A. ଶ୍ରୀଲଙ୍କା B. ଚୀନ୍ C. ଭାରତ D. ଜାପାନ 14 / 20 14. କେଉଁ ଗଛରେ ଫୁଲ ହୁଏ ନାହିଁ? A. ପଣସ B. ଆମ୍ବ C. କଦଳୀ D. ଛତୁ 15 / 20 15. କେଉଁ ଦେଶରେ ପ୍ରଥମେ ରେଳ ସେବା ପ୍ରଚଳନ ହୋଇଥିଲା? A. ଜାପାନ B. ଚୀନ୍ C. ଇଂଲଣ୍ଡ D. ଆମେରିକା 16 / 20 16. କାହାର ଜନ୍ମ ଦିନକୁ ଶିଶୁଦିବସ ରୂପେ ପାଳନ କରାଯାଏ? A. ସର୍ବପଲ୍ଲୀ ରାଧାକ୍ରିଷ୍ଣନ B. ଜବାହରଲାଲ ନେହେରୁ C. ସୁବାସ ଚନ୍ଦ୍ର ବୋଷ D. ମହାତ୍ମା ଗାନ୍ଧୀ 17 / 20 17. ନୀଳନଦୀ କେଉଁଠାରୁ ଉତ୍ପନ ହୋଇଛି? A. ଭିକ୍ଟୋରିଆ ହ୍ରଦ B. ଲୋହିତ ସାଗର C. କିବୁ ହ୍ରଦ D. ଚିଲିକା ହ୍ରଦ 18 / 20 18. କେଉଁଠି ବିଶ୍ବର ସବୁଠାରୁ ବଡ଼ କୋଠାଘର? A. ସାଙ୍ଗାଇ ଟାୱାର B. ବୁର୍ଜ ଖଲିଫା C. ପେଟ୍ରୋନାସ ଟାୱାର D. ତାଜମହଲ 19 / 20 19. ନଳବନ ପକ୍ଷୀ ଅଭୟାରଣ୍ୟ କେଉଁଠି ଅବସ୍ଥିତ? A. ପଶ୍ଚିମବଙ୍ଗ B. ଛତିଶଗଡ଼ C. ଓଡ଼ିଶା D. ଆନ୍ଧ୍ରପ୍ରଦେଶ 20 / 20 20. ଶିବ ପୁରାଣ ଅନୁସାରେ ଭାରତର କେଉଁ ଜୋର୍ତିଲିଙ୍ଗଟି ତୀର୍ଥ ନୁହେଁ? A. ଅମରନାଥ B. ସୋମନାଥ C. କାଶୀ ବିଶ୍ଵନାଥ D. ତ୍ରମ୍ବକେଶ୍ୱର Your score is Share with your friends. LinkedIn Facebook Twitter 0% Restart quiz Spread the love