Go to Beginning Odia General Knowledge MCQ Quiz [14]By Editorial Staff / February 28, 2023 February 28, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1623 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -14 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୪ 1 / 20 1. କେଉଁ ଦେଶ ନିଜେ ନିଜର ସୂର୍ଯ୍ୟ ନିର୍ମାଣ କରୁଛି? A. ଜାପାନ B. ଇଟାଲୀ C. ଋଷ D. ଚୀନ୍ 2 / 20 2. କେଉଁ ଦେଶ ସବୁଠାରୁ ଅଧିକ କଫି ଉତ୍ପାଦନ କରିଥାଏ? A. ଇଟାଲୀ B. ଚୀନ୍ C. ଭାରତ D. ବ୍ରାଜିଲ 3 / 20 3. କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଓ ଦାଡ଼ି ଉଠିଥାଏ? A. ଭୁଟାନ B. ଇଥୋପିଆ C. ବ୍ରାଜିଲ D. ନାଇଜେରିଆ 4 / 20 4. କାଉ କେଉଁ ଦେଶର ଜାତୀୟ ପକ୍ଷୀ ଅଟେ? A. ପାକିସ୍ତାନ B. ଭୁଟାନ C. ନେପାଳ D. ଜର୍ମାନୀ 5 / 20 5. ପୃଥିବୀର ସବୁଠାରୁ ଉତ୍ତପ୍ତ ମହାଦେଶର ନାମ କଣ? A. ଆଫ୍ରିକା B. ଦକ୍ଷିଣ ଆମେରିକା C. ୟୁରୋପ D. ଏସିଆ 6 / 20 6. ଏମିତି କେଉଁ ଜିନିଷ ଯାହା , ବଢ଼ିଥାଏ କିନ୍ତୁ କମି ନଥାଏ? A. ଜ୍ଞାନ B. ଉଚ୍ଚତା C. ଓଜନ D. ବୟସ 7 / 20 7. କେଉଁ ଦେଶକୁ ସୂର୍ଯ୍ୟ ଉଦୟର ଦେଶ କୁହାଯାଏ? A. ଭାରତ B. ଋଷିଆ C. ଆମେରିକା D. ଜାପାନ 8 / 20 8. ମନୁଷ୍ୟ ଶରୀରର କେଉଁ ଅଂଶରୁ ଝାଳ ବୋହେ ନାହିଁ? A. ହାତ B. କାନ C. ଓଠ D. ଗୋଡ଼ 9 / 20 9. କେଉଁ ମସିହା ଠାରୁ ମହାତ୍ମାଗାନ୍ଧୀଙ୍କ ଫଟୋ କାଗଜ ନୋଟରେ ଛପା ଯାଇଛି? A. ୧୯୬୯ B. ୧୯୭୦ C. ୧୯୫୦ D. ୧୯୪୮ 10 / 20 10. କେଉଁ ଦେଶର ଲୋକମାନେ ଅଧିକ ଚା ପିଅନ୍ତି? A. ଚୀନ୍ B. ତୁର୍କୀ C. ଭାରତ D. ଜାପାନ 11 / 20 11. କେଉଁ ଦେଶରେ ଘୁଷୁରୀର ସଂଖ୍ୟା ସବୁଠାରୁ ଅଧିକ? A. ଚୀନ୍ B. ଥାଇଲାଣ୍ଡ C. ଜାପାନ D. ମାଲେସିଆ 12 / 20 12. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ଆଖୁ B. ମୁଗ C. ଧାନ D. ଗହମ 13 / 20 13. ଓନମ କେଉଁ ରାଜ୍ୟର ପ୍ରମୁଖ ପର୍ବ ଅଟେ? A. ବିହାର B. ଆସାମ C. ତାମିଲନାଡୁ D. କେରଳ 14 / 20 14. କେଉଁ ଦେଶ ସବୁଠାରୁ ଅଧିକ ଆଳୁ ଉତ୍ପାଦନ କରେ? A. ପାକିସ୍ତାନ B. ଜାପାନ C. ଭାରତ D. ଚୀନ୍ 15 / 20 15. କେଉଁ ସହରକୁ ହୀରାର ସହର କୁହାଯାଏ? A. ମୁମ୍ବାଇ B. ଜୟପୁର C. ଦିଲ୍ଲୀ D. ସୁରଟ 16 / 20 16. କାଉ ବସାରେ କିଏ ଅଣ୍ଡା ଦିଏ? A. କୋଇଲି B. ପାରା C. ପେଚା D. ବଗ 17 / 20 17. ଭାରତରେ କେତେ ବର୍ଷରେ ଥରେ ଜନଗଣନା ହୁଏ? A. ୧୨ ବର୍ଷ B. ୮ ବର୍ଷ C. ୧୦ ବର୍ଷ D. ୫ ବର୍ଷ 18 / 20 18. କେଉଁ ପଶୁ ସବୁଠାରୁ ଅଧିକ ଶୋଇଥାଏ? A. ସିଂହ B. ଭାଲୁ C. ହାତୀ D. ବାଘ 19 / 20 19. ପୃଥିବୀର ସବୁଠାରୁ ବଡ଼ ବିମାନ ବନ୍ଦର କେଉଁଠି ଅଛି? A. ସାଉଦି ଆରବ B. ଋଷ C. ଆମେରିକା D. ଇଂଲଣ୍ଡ 20 / 20 20. କେଉଁ ଜୀବର ଚାରୋଟି ପାକସ୍ଥଳୀ ଅଛି? A. ହରିଣ B. ବାଘ C. ଗାଇ D. ଭାଲୁ Your score is Share with your friends. LinkedIn Facebook Twitter 0% Restart quiz Spread the love