Go to Beginning Odia General Knowledge MCQ Quiz [13]By Editorial Staff / February 27, 2023 February 27, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1289 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -13 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୩ 1 / 20 1. କେଉଁ ଠାରୁ ଆମକୁ ସୌରଶକ୍ତି ମିଳିଥାଏ? A. ଆଲୋକ B. ବିଦ୍ୟୁତ୍ C. ସୂର୍ଯ୍ୟ D. ଚନ୍ଦ୍ର 2 / 20 2. ସୌର ଜଗତର ବୃହତ୍ତମ ଗ୍ରହର ନାମ କଣ? A. ଚନ୍ଦ୍ର B. ଶୁକ୍ର C. ମଙ୍ଗଳ D. ବୃହସ୍ପତି 3 / 20 3. କେଉଁ ପଶୁର ଜିଭର ରଙ୍ଗ କଳା ଅଟେ? A. ଜିରାଫ B. ବାଘ C. ଜଳହସ୍ତି D. ଭାଲୁ 4 / 20 4. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୧୯୯୭ B. ୨୦୧୨ C. ୧୯୯୯ D. ୧୯୫୦ 5 / 20 5. କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି? A. ଆଇସଲ୍ୟାଣ୍ଡ B. ଇଂଲଣ୍ଡ C. ଜାପାନ D. ଇଟାଲୀ 6 / 20 6. କେଉଁ ପଶୁ ଆଘାତ ପାଇଲେ ମଣିଷ ଭଳି କାନ୍ଦିଥାଏ? A. ଭାଲୁ B. ଜିରାଫ C. କୁମ୍ଭୀର D. ଘୁଷୁରୀ 7 / 20 7. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀର ବସା ନଥାଏ? A. ପାରା B. କୋଇଲି C. ମୟୂର D. ଶୁଆ 8 / 20 8. ଭାରତରେ ସବୁଠାରୁ ଅଧିକ ଲୋକସଂଖ୍ୟା ଥିବା ସହରର ନାମ କଣ? A. ମୁମ୍ବାଇ B. ଦିଲ୍ଲୀ C. ଚେନ୍ନାଇ D. ହାଇଦ୍ରାବାଦ 9 / 20 9. କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ? A. ମହାରାଷ୍ଟ୍ର B. ଆସାମ C. ଗୋଆ D. ଓଡ଼ିଶା 10 / 20 10. ପୃଥିବୀରେ ପ୍ରଥମେ କେବେ ରେଳଗାଡ଼ି ଚାଲିଥିଲା? A. ୧୮୨୨ B. ୧୮୩୫ C. ୧୮୩୦ D. ୧୮୨୫ 11 / 20 11. କାହାର ଚାୟା ଯୋଗୁଁ ସୂର୍ଯ୍ୟପରାଗ ହୁଏ? A. ରାହୁ B. ଶନି C. ପୃଥିବୀ D. ଚନ୍ଦ୍ର 12 / 20 12. ଭାରତର ପ୍ରଥମ ନାଗରିକ କିଏ? A. ମୁଖ୍ୟମନ୍ତ୍ରୀ B. ପ୍ରଧାନମନ୍ତ୍ରୀ C. ରାଷ୍ଟ୍ରପତି D. ରାଜ୍ୟପାଳ 13 / 20 13. ରାଷ୍ଟ୍ରପତି ନିଜର ଇସ୍ତଫା ପତ୍ର କାହାକୁ ଦେଇଥାନ୍ତି? A. ଉପରାଷ୍ଟ୍ରପତି B. ପ୍ରଧାନମନ୍ତ୍ରୀ C. ହାଇକୋର୍ଟ D. ମୁଖ୍ୟମନ୍ତ୍ରୀ 14 / 20 14. ଭାରତର କେଉଁ ରାଜ୍ୟ ସର୍ବାଧିକ ରୂପା ଉତ୍ପାଦନ କରେ? A. ପଞ୍ଜାବ B. ଓଡ଼ିଶା C. ଝାଡ଼ଖଣ୍ଡ D. ରାଜସ୍ଥାନ 15 / 20 15. ନିମ୍ନଲିଖିତ ମଧ୍ୟରୁ ସବୁଠାରୁ ଦ୍ରୁତଗାମୀ ପଶୁର ନାମ କଣ? A. ଚିତା ବାଘ B. ଘୋଡା C. ଭାଲୁ D. ହରିଣ 16 / 20 16. କଳା ରଙ୍ଗର ଗୋଲାପ କେଉଁ ଦେଶରେ ମିଳେ? A. ଭାରତ B. ତୁର୍କୀ C. ଇଂଲଣ୍ଡ D. ଜାପାନ 17 / 20 17. କେଉଁ ଦେଶରେ ସବୁଠାରୁ ଅଧିକ କୋଇଲା ମିଳିଥାଏ? A. ଜର୍ମାନୀ B. ଭାରତ C. ଚୀନ୍ D. ଆମେରିକା 18 / 20 18. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୫୦ B. ୧୯୮୫ C. ୧୯୮୪ D. ୧୯୫୪ 19 / 20 19. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ପଣା ସଂକ୍ରାନ୍ତି B. ରଜ ସଂକ୍ରାନ୍ତି C. ଧନୁ ସଂକ୍ରାନ୍ତି D. ମକର ସଂକ୍ରାନ୍ତି 20 / 20 20. ବିଶ୍ବର ସବୁଠାରୁ ଅଧିକ ଜନବହୁଳ ଦେଶ କିଏ? A. ଚୀନ୍ B. ଭାରତ C. ଜାପାନ D. ଆମେରିକା Your score is Share with your friends. LinkedIn Facebook Twitter 0% Restart quiz Spread the love