Go to Beginning Odia General Knowledge MCQ Quiz [13]By Editorial Staff / February 27, 2023 February 27, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1598 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -13 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୩ 1 / 20 1. ରାଷ୍ଟ୍ରପତି ନିଜର ଇସ୍ତଫା ପତ୍ର କାହାକୁ ଦେଇଥାନ୍ତି? A. ହାଇକୋର୍ଟ B. ଉପରାଷ୍ଟ୍ରପତି C. ପ୍ରଧାନମନ୍ତ୍ରୀ D. ମୁଖ୍ୟମନ୍ତ୍ରୀ 2 / 20 2. ଭାରତରେ ସବୁଠାରୁ ଅଧିକ ଲୋକସଂଖ୍ୟା ଥିବା ସହରର ନାମ କଣ? A. ହାଇଦ୍ରାବାଦ B. ଦିଲ୍ଲୀ C. ଚେନ୍ନାଇ D. ମୁମ୍ବାଇ 3 / 20 3. କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ? A. ଗୋଆ B. ଓଡ଼ିଶା C. ଆସାମ D. ମହାରାଷ୍ଟ୍ର 4 / 20 4. ସୌର ଜଗତର ବୃହତ୍ତମ ଗ୍ରହର ନାମ କଣ? A. ମଙ୍ଗଳ B. ଶୁକ୍ର C. ବୃହସ୍ପତି D. ଚନ୍ଦ୍ର 5 / 20 5. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀର ବସା ନଥାଏ? A. ପାରା B. ଶୁଆ C. ମୟୂର D. କୋଇଲି 6 / 20 6. କେଉଁ ପଶୁର ଜିଭର ରଙ୍ଗ କଳା ଅଟେ? A. ଭାଲୁ B. ବାଘ C. ଜିରାଫ D. ଜଳହସ୍ତି 7 / 20 7. ଭାରତର ପ୍ରଥମ ନାଗରିକ କିଏ? A. ପ୍ରଧାନମନ୍ତ୍ରୀ B. ରାଷ୍ଟ୍ରପତି C. ମୁଖ୍ୟମନ୍ତ୍ରୀ D. ରାଜ୍ୟପାଳ 8 / 20 8. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୧୯୯୭ B. ୨୦୧୨ C. ୧୯୫୦ D. ୧୯୯୯ 9 / 20 9. କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି? A. ଇଟାଲୀ B. ଜାପାନ C. ଇଂଲଣ୍ଡ D. ଆଇସଲ୍ୟାଣ୍ଡ 10 / 20 10. କେଉଁ ପଶୁ ଆଘାତ ପାଇଲେ ମଣିଷ ଭଳି କାନ୍ଦିଥାଏ? A. ଭାଲୁ B. ଘୁଷୁରୀ C. କୁମ୍ଭୀର D. ଜିରାଫ 11 / 20 11. ନିମ୍ନଲିଖିତ ମଧ୍ୟରୁ ସବୁଠାରୁ ଦ୍ରୁତଗାମୀ ପଶୁର ନାମ କଣ? A. ଭାଲୁ B. ଘୋଡା C. ହରିଣ D. ଚିତା ବାଘ 12 / 20 12. କେଉଁ ଦେଶରେ ସବୁଠାରୁ ଅଧିକ କୋଇଲା ମିଳିଥାଏ? A. ଜର୍ମାନୀ B. ଆମେରିକା C. ଭାରତ D. ଚୀନ୍ 13 / 20 13. ପୃଥିବୀରେ ପ୍ରଥମେ କେବେ ରେଳଗାଡ଼ି ଚାଲିଥିଲା? A. ୧୮୩୦ B. ୧୮୨୨ C. ୧୮୨୫ D. ୧୮୩୫ 14 / 20 14. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୫୦ B. ୧୯୫୪ C. ୧୯୮୫ D. ୧୯୮୪ 15 / 20 15. କଳା ରଙ୍ଗର ଗୋଲାପ କେଉଁ ଦେଶରେ ମିଳେ? A. ତୁର୍କୀ B. ଇଂଲଣ୍ଡ C. ଭାରତ D. ଜାପାନ 16 / 20 16. କେଉଁ ଠାରୁ ଆମକୁ ସୌରଶକ୍ତି ମିଳିଥାଏ? A. ଚନ୍ଦ୍ର B. ବିଦ୍ୟୁତ୍ C. ଆଲୋକ D. ସୂର୍ଯ୍ୟ 17 / 20 17. ବିଶ୍ବର ସବୁଠାରୁ ଅଧିକ ଜନବହୁଳ ଦେଶ କିଏ? A. ଭାରତ B. ଜାପାନ C. ଆମେରିକା D. ଚୀନ୍ 18 / 20 18. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ଧନୁ ସଂକ୍ରାନ୍ତି B. ପଣା ସଂକ୍ରାନ୍ତି C. ମକର ସଂକ୍ରାନ୍ତି D. ରଜ ସଂକ୍ରାନ୍ତି 19 / 20 19. କାହାର ଚାୟା ଯୋଗୁଁ ସୂର୍ଯ୍ୟପରାଗ ହୁଏ? A. ପୃଥିବୀ B. ଶନି C. ଚନ୍ଦ୍ର D. ରାହୁ 20 / 20 20. ଭାରତର କେଉଁ ରାଜ୍ୟ ସର୍ବାଧିକ ରୂପା ଉତ୍ପାଦନ କରେ? A. ଝାଡ଼ଖଣ୍ଡ B. ଓଡ଼ିଶା C. ପଞ୍ଜାବ D. ରାଜସ୍ଥାନ Your score is Share with your friends. LinkedIn Facebook Twitter 0% Restart quiz Spread the love