Go to Beginning Odia General Knowledge MCQ Quiz [12]By Editorial Staff / February 26, 2023 February 26, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1784 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -12 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୨ 1 / 20 1. ଭାରତରେ କାଗଜ ନୋଟ୍ କେବେ ପ୍ରଚଳନ ହୋଇଥିଲା? A. ୧୯୬୨ B. ୧୮୫୦ C. ୧୯୫୦ D. ୧୮୬୨ 2 / 20 2. ଭାରତର କେଉଁ ରାଜ୍ୟ ସର୍ବାଧିକ ଆମ୍ବ ଉତ୍ପାଦନ କରିଥାଏ? A. ଓଡ଼ିଶା B. ଉତ୍ତରପ୍ରଦେଶ C. କେରଳ D. ଗୋଆ 3 / 20 3. ନବଜାତ ଶିଶୁର ମସ୍ତିଷ୍କର ଓଜନ କେତେ? A. ୪୦୦ ଗ୍ରାମ B. ୨୦୦ ଗ୍ରାମ C. ୫୦୦ ଗ୍ରାମ D. ୩୦୦ ଗ୍ରାମ 4 / 20 4. କେଉଁ ଦେଶରେ ଗୋଟିଏ ବି ଆର୍ମି ନାହାଁନ୍ତି? A. ଆଇସଲ୍ୟାଣ୍ଡ B. ନେପାଳ C. ଭୁଟାନ D. ଇଟାଲୀ 5 / 20 5. ଭାରତରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ କେଉଁ ସହରରେ ଚାଲିଥିଲା? A. ମୁମ୍ବାଇ B. କଲିକତା C. ଦିଲ୍ଲୀ D. ଚେନ୍ନାଇ 6 / 20 6. ଭାରତରେ କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ? A. ତାମିଲନାଡୁ B. ଓଡ଼ିଶା C. ଅରୁଣାଚଳ ପ୍ରଦେଶ D. ମଧ୍ୟପ୍ରଦେଶ 7 / 20 7. କେଉଁ ଦେଶରେ ସବୁଠାରୁ ଅଧିକ ବିଦ୍ୟାଳୟ ଅଛି? A. ଇଂଲଣ୍ଡ B. ଭାରତ C. ଚୀନ୍ D. ଆମେରିକା 8 / 20 8. ଚାର ମିନାର କେଉଁଠାରେ ଅବସ୍ଥିତ? A. ମୁମ୍ବାଇ B. ହାଇଦ୍ରାବାଦ C. ଦିଲ୍ଲୀ D. ପଞ୍ଜାବ 9 / 20 9. ଭାରତରେ ପ୍ରଥମେ ୨୦୦୦ ହଜାର ଟଙ୍କିଆ ନୋଟ୍ କେବେ ପ୍ରଚଳନ ହୋଇଥିଲା? A. ୨୦୧୬ B. ୨୦୧୫ C. ୨୦୧୭ D. ୨୦୧୪ 10 / 20 10. ନିମ୍ନଲିଖିତ ମଧ୍ୟରୁ କେଉଁ ରଙ୍ଗ ଶାନ୍ତିର ପ୍ରତୀକ ଅଟେ? A. ନୀଳ B. ହଳଦିଆ C. ଧଳା D. କଳା 11 / 20 11. ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ? A. ଇନ୍ଦିରା ଗାନ୍ଧୀ B. ପ୍ରତିଭା ପାଟିଲ C. ସୋନିଆ ଗାନ୍ଧୀ D. ମମତା ବାନାର୍ଜୀ 12 / 20 12. କିଏ ଦୁଇଥର ଭାରତର ରାଷ୍ଟ୍ରପତି ହୋଇଥିଲେ? A. ଭେଙ୍କେୟା ନାଇଡ଼ୁ B. ମହାତ୍ମା ଗାନ୍ଧୀ C. ସୁଭାଷ ଚନ୍ଦ୍ର ବୋଷ D. ରାଜେନ୍ଦ୍ର ପ୍ରସାଦ 13 / 20 13. କୋକା କୋଲା କେଉଁ ଦେଶର କମ୍ପାନୀ ଅଟେ? A. ଆମେରିକା B. ଭାରତ C. ଚୀନ୍ D. ଇଂଲଣ୍ଡ 14 / 20 14. ଭାରତର ଜାତୀୟ ସଙ୍ଗୀତ କେତେ ସମୟ ପର୍ଯ୍ୟନ୍ତ ଗାନ କରାଯାଏ? A. ୩୦ ସେକେଣ୍ଡ B. ୪୨ ସେକେଣ୍ଡ C. ୩୨ ସେକେଣ୍ଡ D. ୫୨ ସେକେଣ୍ଡ 15 / 20 15. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଯଯାତି କେଶରୀ B. ଚୋଡ଼ଗଙ୍ଗ ଦେବ C. ଲାଙ୍ଗୁଳା ନରସିଂହ ଦେବ D. ଅନଙ୍ଗ ଭୀମଦେବ 16 / 20 16. କେଉଁ ଜୀବର ଆଖିରୁ ସବୁବେଳେ ଲୁହ ଝରିଥାଏ? A. ହରିଣ B. ଘୋଡା C. କୁମ୍ଭୀର D. ଗାଇ 17 / 20 17. ତାସ ଖେଳର ଆବିଷ୍କାର ପ୍ରଥମେ କେଉଁ ଦେଶ କରିଥିଲା? A. ଚୀନ୍ B. ଜାପାନ C. ଭାରତ D. ଆମେରିକା 18 / 20 18. ଭାରତର କେଉଁ ରାଜ୍ୟ ସର୍ବାଧିକ ଆଖୁ ଉତ୍ପାଦନ କରେ? A. ମହାରାଷ୍ଟ୍ର B. ଉତ୍ତରପ୍ରଦେଶ C. କେରଳ D. ଓଡ଼ିଶା 19 / 20 19. ପୃଥିବୀର ସବୁଠାରୁ ଧନୀ ଦେଶର ନାମ କଣ? A. ଆମେରିକା B. ଜାପାନ C. ଚୀନ୍ D. ଇଂଲଣ୍ଡ 20 / 20 20. ଭାରତର କେଉଁ ରାଜ୍ୟରେ ଲୋକମାନେ ଅଧିକ ଶିକ୍ଷିତ? A. କେରଳ B. ଓଡ଼ିଶା C. ତାମିଲନାଡୁ D. ରାଜସ୍ଥାନ Your score is Share with your friends. LinkedIn Facebook Twitter 0% Restart quiz Spread the love