Go to Beginning Odia General Knowledge MCQ Quiz [11]By Editorial Staff / February 25, 2023 February 25, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1998 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -11 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୧ 1 / 20 1. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ? A. ବାଘ B. ସିଂହ C. କୁମ୍ଭୀର D. ଭାଲୁ 2 / 20 2. GST ଭାରତରେ କେବେ ଆରମ୍ଭ ହୋଇଥିଲା? A. ୨୦୧୭ B. ୨୦୧୬ C. ୨୦୧୮ D. ୨୦୧୫ 3 / 20 3. ବିଧାନସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୫ B. ୩୫ C. ୩୦ D. ୨୧ 4 / 20 4. କେଉଁ ଦେଶର ତିନୋଟି ରାଜଧାନୀ ଅଛି? A. ନ୍ୟୁଜଲ୍ୟାଣ୍ଡ B. ଅଷ୍ଟ୍ରେଲିଆ C. ଚୀନ୍ D. ଦକ୍ଷିଣ ଆଫ୍ରିକା 5 / 20 5. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ? A. କତର B. ପାକିସ୍ଥାନ C. ଚୀନ୍ D. ଭାରତ 6 / 20 6. ବିଧାନ ପରିଷଦର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ? A. ୩୦ B. ୨୧ C. ୨୫ D. ୩୫ 7 / 20 7. ଭାରତର କେଉଁ ରାଜ୍ୟ ପୋଙ୍ଗଲ ପର୍ବ ପାଇଁ ପ୍ରସିଦ୍ଧ ଅଟେ? A. କେରଳ B. ମହାରାଷ୍ଟ୍ର C. ଓଡ଼ିଶା D. ତାମିଲନାଡୁ 8 / 20 8. ନୀଳ ରଙ୍ଗର ସଡ଼କ କେଉଁ ଦେଶରେ ଦେଖିବାକୁ ମିଳିଥାଏ? A. ଇଂଲଣ୍ଡ B. ଆମେରିକା C. ଜାପାନ D. କତାର 9 / 20 9. କେଉଁ ଦେଶରେ ଗୋଟିଏ ବି ବିମାନ ବନ୍ଦର ନାହିଁ? A. ଭାଟିକାନ ସିଟି B. ଭୁଟାନ C. ପାକିସ୍ଥାନ D. ନେପାଳ 10 / 20 10. ମୁଖ୍ୟମନ୍ତ୍ରୀ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୦ B. ୨୧ C. ୨୫ D. ୩୫ 11 / 20 11. ରାଜ୍ୟପାଳ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୧ B. ୩୫ C. ୨୫ D. ୩୦ 12 / 20 12. ରାଜ୍ୟ ସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୫ B. ୨୧ C. ୨୫ D. ୩୦ 13 / 20 13. ସରପଞ୍ଚ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୫ B. ୨୧ C. ୩୦ D. ୨୫ 14 / 20 14. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ? A. ଜବାହର ଲାଲ ନେହେରୁ B. ରାଜେନ୍ଦ୍ର ପ୍ରସାଦ C. ଭେଙ୍କେୟା ନାଇଡ଼ୁ D. ସୁବାସ ଚନ୍ଦ୍ର ବୋଷ 15 / 20 15. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ପ୍ରମେୟ B. ସମାଜ C. ଉତ୍କଳ ଗୌରବ D. ଉତ୍କଳ ଦୀପିକା 16 / 20 16. କେଉଁ ଦେଶ ପ୍ରଥମେ ଇଣ୍ଟରନେଟ୍ ବ୍ୟବହାର କରିଥିଲା? A. ଚୀନ୍ B. ଇଂଲଣ୍ଡ C. ଜାପାନ D. ଆମେରିକା 17 / 20 17. ଲୋକସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୦ B. ୨୧ C. ୨୫ D. ୩୫ 18 / 20 18. ଭାରତର କେଉଁ ରାଜ୍ୟକୁ ଇଂରେଜମାନେ ଶାସନ କରି ପାରି ନଥିଲେ? A. ଓଡ଼ିଶା B. ମହାରାଷ୍ଟ୍ର C. ଗୋଆ D. ପଞ୍ଜାବ 19 / 20 19. ପୃଥିବୀର ସବୁଠାରୁ ଲମ୍ବା ନଦୀର ନାମ କଣ? A. ଗଙ୍ଗା ନଦୀ B. ନୀଳ ନଦୀ C. କାବେରୀ ନଦୀ D. ଆମାଜନ 20 / 20 20. ପୃଥିବୀର ସବୁଠାରୁ ବଡ଼ ଦ୍ଵୀପର ନାମ କଣ? A. ସୁଇଜରଲ୍ୟାଣ୍ଡ B. ଆଇସଲ୍ୟାଣ୍ଡ C. ନେଦରଲ୍ୟାଣ୍ଡ D. ଗ୍ରୀନଲ୍ୟାଣ୍ଡ Your score is Share with your friends. LinkedIn Facebook Twitter 0% Restart quiz Spread the love