Go to Beginning Odia General Knowledge MCQ Quiz [11]By Editorial Staff / February 25, 2023 February 25, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1522 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -11 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୧ 1 / 20 1. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ? A. ରାଜେନ୍ଦ୍ର ପ୍ରସାଦ B. ସୁବାସ ଚନ୍ଦ୍ର ବୋଷ C. ଜବାହର ଲାଲ ନେହେରୁ D. ଭେଙ୍କେୟା ନାଇଡ଼ୁ 2 / 20 2. ପୃଥିବୀର ସବୁଠାରୁ ବଡ଼ ଦ୍ଵୀପର ନାମ କଣ? A. ଗ୍ରୀନଲ୍ୟାଣ୍ଡ B. ନେଦରଲ୍ୟାଣ୍ଡ C. ସୁଇଜରଲ୍ୟାଣ୍ଡ D. ଆଇସଲ୍ୟାଣ୍ଡ 3 / 20 3. ବିଧାନ ପରିଷଦର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ? A. ୨୧ B. ୩୫ C. ୩୦ D. ୨୫ 4 / 20 4. କେଉଁ ଦେଶରେ ଗୋଟିଏ ବି ବିମାନ ବନ୍ଦର ନାହିଁ? A. ନେପାଳ B. ଭୁଟାନ C. ପାକିସ୍ଥାନ D. ଭାଟିକାନ ସିଟି 5 / 20 5. କେଉଁ ଦେଶ ପ୍ରଥମେ ଇଣ୍ଟରନେଟ୍ ବ୍ୟବହାର କରିଥିଲା? A. ଜାପାନ B. ଚୀନ୍ C. ଇଂଲଣ୍ଡ D. ଆମେରିକା 6 / 20 6. କେଉଁ ଦେଶର ତିନୋଟି ରାଜଧାନୀ ଅଛି? A. ନ୍ୟୁଜଲ୍ୟାଣ୍ଡ B. ଚୀନ୍ C. ଅଷ୍ଟ୍ରେଲିଆ D. ଦକ୍ଷିଣ ଆଫ୍ରିକା 7 / 20 7. ରାଜ୍ୟ ସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୦ B. ୨୧ C. ୩୫ D. ୨୫ 8 / 20 8. ରାଜ୍ୟପାଳ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୦ B. ୨୫ C. ୩୫ D. ୨୧ 9 / 20 9. ମୁଖ୍ୟମନ୍ତ୍ରୀ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୧ B. ୩୦ C. ୩୫ D. ୨୫ 10 / 20 10. ଭାରତର କେଉଁ ରାଜ୍ୟକୁ ଇଂରେଜମାନେ ଶାସନ କରି ପାରି ନଥିଲେ? A. ଓଡ଼ିଶା B. ମହାରାଷ୍ଟ୍ର C. ଗୋଆ D. ପଞ୍ଜାବ 11 / 20 11. ନୀଳ ରଙ୍ଗର ସଡ଼କ କେଉଁ ଦେଶରେ ଦେଖିବାକୁ ମିଳିଥାଏ? A. ଜାପାନ B. ଆମେରିକା C. ଇଂଲଣ୍ଡ D. କତାର 12 / 20 12. ବିଧାନସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୫ B. ୨୧ C. ୩୦ D. ୩୫ 13 / 20 13. ସରପଞ୍ଚ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୩୫ B. ୨୧ C. ୨୫ D. ୩୦ 14 / 20 14. ଭାରତର କେଉଁ ରାଜ୍ୟ ପୋଙ୍ଗଲ ପର୍ବ ପାଇଁ ପ୍ରସିଦ୍ଧ ଅଟେ? A. ମହାରାଷ୍ଟ୍ର B. ତାମିଲନାଡୁ C. କେରଳ D. ଓଡ଼ିଶା 15 / 20 15. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ? A. କୁମ୍ଭୀର B. ସିଂହ C. ବାଘ D. ଭାଲୁ 16 / 20 16. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ଉତ୍କଳ ଗୌରବ B. ପ୍ରମେୟ C. ଉତ୍କଳ ଦୀପିକା D. ସମାଜ 17 / 20 17. GST ଭାରତରେ କେବେ ଆରମ୍ଭ ହୋଇଥିଲା? A. ୨୦୧୮ B. ୨୦୧୭ C. ୨୦୧୬ D. ୨୦୧୫ 18 / 20 18. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ? A. ଚୀନ୍ B. କତର C. ଭାରତ D. ପାକିସ୍ଥାନ 19 / 20 19. ପୃଥିବୀର ସବୁଠାରୁ ଲମ୍ବା ନଦୀର ନାମ କଣ? A. ଆମାଜନ B. କାବେରୀ ନଦୀ C. ନୀଳ ନଦୀ D. ଗଙ୍ଗା ନଦୀ 20 / 20 20. ଲୋକସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ କେତେ ଆବଶ୍ୟକ? A. ୨୧ B. ୨୫ C. ୩୫ D. ୩୦ Your score is Share with your friends. LinkedIn Facebook Twitter 0% Restart quiz Spread the love