Go to Beginning Odia General Knowledge MCQ Quiz [10]By Editorial Staff / February 24, 2023 February 24, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2369 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -10 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୦ 1 / 20 1. ଭାରତରେ ମୋଟ କେତୋଟି ଭାଷା ଅଛି? A. ୧୧୨ B. ୧୨୧ C. ୧୨୦ D. ୧୦୦ 2 / 20 2. କେଉଁ ମହାସାଗର ଗୋଟିଏ ଦେଶର ନାମରେ ରଖାଯାଇଛି? A. ଦକ୍ଷିଣ ମହାସାଗର B. ଆର୍କଟିକ୍ ମହାସାଗର C. ପ୍ରଶାନ୍ତ ମହାସାଗର D. ଭାରତ ମହାସାଗର 3 / 20 3. GST ଭାରତରେ କେବେ ଆରମ୍ଭ ହୋଇଥିଲା? A. ୨୦୧୬ B. ୨୦୧୫ C. ୨୦୧୮ D. ୨୦୧୭ 4 / 20 4. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୧ B. ୨୦ C. ୨୫ D. ୧୮ 5 / 20 5. କେଉଁ ଦେଶ ୨୦୧୧ ମସିହାରେ ସ୍ଵାଧୀନ ହୋଇଥିଲା? A. ଶ୍ରୀଲଙ୍କା B. ଭୁଟାନ C. ସୁଡ଼ାନ D. ନେପାଳ 6 / 20 6. ମାନଚିତ୍ର ରେ ନଦୀ ଗୁଡ଼ିକୁ କେଉଁ ରଙ୍ଗ ଦ୍ୱାରା ସୂଚିତ କରାଯାଏ? A. ଧଳା B. ହଳଦିଆ C. କଳା D. ନୀଳ 7 / 20 7. ନିମ୍ନଲିଖିତ ମଧ୍ୟରୁ ଭାରତର ସର୍ବୋଚ୍ଚ ପୁରସ୍କାରର ନାମ କଣ? A. ଅର୍ଜୁନ ପୁରସ୍କାର B. ପଦ୍ମ ବିଭୂଷଣ C. ପଦ୍ମଶ୍ରୀ D. ଭାରତ ରତ୍ନ 8 / 20 8. ପୃଥିବୀର ସବୁଠାରୁ ଛୋଟ ମହାଦେଶର ନାମ କଣ? A. ଆଫ୍ରିକା B. ୟୁରୋପ C. ଅଷ୍ଟ୍ରେଲିଆ D. ଏସିଆ 9 / 20 9. ପୃଥିବୀର ସବୁଠାରୁ ବଡ଼ ମହାଦେଶର ନାମ କଣ? A. ଆଫ୍ରିକା B. ୟୁରୋପ C. ଏସିଆ D. ଅଷ୍ଟ୍ରେଲିଆ 10 / 20 10. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ? A. କୁମ୍ଭୀର B. ବାଘ C. ଭାଲୁ D. ସିଂହ 11 / 20 11. ଗୋଲାପ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ? A. ଇଂଲଣ୍ଡ B. ଭାରତ C. ଆମେରିକା D. ଜାପାନ 12 / 20 12. ପୃଥିବୀର ସବୁଠାରୁ ଗଭୀରତମ ମହାସାଗରର ନାମ କଣ? A. ଆର୍କଟିକ୍ ମହାସାଗର B. ଦକ୍ଷିଣ ମହାସାଗର C. ପ୍ରଶାନ୍ତ ମହାସାଗର D. ଭାରତ ମହାସାଗର 13 / 20 13. ପୃଥିବୀ ପୃଷ୍ଠରେ କେତୋଟି ମହାସାଗର ଅଛି? A. ୬ B. ୪ C. ୭ D. ୫ 14 / 20 14. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ? A. ରାଜେନ୍ଦ୍ର ପ୍ରସାଦ B. ଭେଙ୍କେୟା ନାଇଡ଼ୁ C. ଜବାହର ଲାଲ ନେହେରୁ D. ସୁବାସ ଚନ୍ଦ୍ର ବୋଷ 15 / 20 15. କେଉଁ ଦେଶର ତିନୋଟି ରାଜଧାନୀ ଅଛି? A. ନ୍ୟୁଜଲ୍ୟାଣ୍ଡ B. ଚୀନ୍ C. ଦକ୍ଷିଣ ଆଫ୍ରିକା D. ଅଷ୍ଟ୍ରେଲିଆ 16 / 20 16. ପୃଥିବୀର ସବୁଠାରୁ ବଡ଼ ମହାସାଗରର ନାମ କଣ? A. ଭାରତ ମହାସାଗର B. ଆଟଲାଣ୍ଟିକ୍ ମହାସାଗର C. ପ୍ରଶାନ୍ତ ମହାସାଗର D. ଦକ୍ଷିଣ ମହାସାଗର 17 / 20 17. ପୃଥିବୀର ସବୁଠାରୁ ଛୋଟ ମହାସାଗରର ନାମ କଣ? A. ପ୍ରଶାନ୍ତ ମହାସାଗର B. ଭାରତ ମହାସାଗର C. ଆର୍କଟିକ୍ ମହାସାଗର D. ଦକ୍ଷିଣ ମହାସାଗର 18 / 20 18. କେଉଁ ଜୀବ ଛୁଆ ଜନ୍ମ କରିବା ପରେ ମରିଯାଏ? A. ପିମ୍ପୁଡ଼ି B. ପ୍ରଜାପତି C. ବିଛା D. ଏଣ୍ଡୁଆ 19 / 20 19. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ? A. କତର B. ଚୀନ୍ C. ଭାରତ D. ପାକିସ୍ଥାନ 20 / 20 20. ପୃଥିବୀ ପୃଷ୍ଠରେ କେତୋଟି ମହାଦେଶ ଅଛି? A. ୭ B. ୫ C. ୬ D. ୪ Your score is Share with your friends. LinkedIn Facebook Twitter 0% Restart quiz Spread the love