Advertisements

Odia General Knowledge MCQ Quiz [10]

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ |

0%
1839
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -10 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୧୦

1 / 20

1. କେଉଁ ଦେଶର ତିନୋଟି ରାଜଧାନୀ ଅଛି?

2 / 20

2. ପୃଥିବୀ ପୃଷ୍ଠରେ କେତୋଟି ମହାସାଗର ଅଛି?

3 / 20

3. କେଉଁ ଜୀବ ଛୁଆ ଜନ୍ମ କରିବା ପରେ ମରିଯାଏ?

4 / 20

4. ଗୋଲାପ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ?

5 / 20

5. ନିମ୍ନଲିଖିତ ମଧ୍ୟରୁ କେଉଁ ପଶୁ ଲୁହାକୁ ଖାଇ ହଜମ କରିପାରେ?

6 / 20

6. କେଉଁ ଦେଶ ୨୦୧୧ ମସିହାରେ ସ୍ଵାଧୀନ ହୋଇଥିଲା?

7 / 20

7. ପୃଥିବୀର ସବୁଠାରୁ ଗଭୀରତମ ମହାସାଗରର ନାମ କଣ?

8 / 20

8. କେଉଁ ଦେଶରେ ବିଦ୍ୟୁତ୍ ବିଲ୍ ସବୁଠାରୁ ଶସ୍ତା ଅଟେ?

9 / 20

9. ଭାରତରେ ମୋଟ କେତୋଟି ଭାଷା ଅଛି?

10 / 20

10. ପୃଥିବୀର ସବୁଠାରୁ ଛୋଟ ମହାଦେଶର ନାମ କଣ?

11 / 20

11. ନିମ୍ନଲିଖିତ ମଧ୍ୟରୁ ଭାରତର ସର୍ବୋଚ୍ଚ ପୁରସ୍କାରର ନାମ କଣ?

12 / 20

12. ମାନଚିତ୍ର ରେ ନଦୀ ଗୁଡ଼ିକୁ କେଉଁ ରଙ୍ଗ ଦ୍ୱାରା ସୂଚିତ କରାଯାଏ?

13 / 20

13. GST ଭାରତରେ କେବେ ଆରମ୍ଭ ହୋଇଥିଲା?

14 / 20

14. ପୃଥିବୀର ସବୁଠାରୁ ବଡ଼ ମହାଦେଶର ନାମ କଣ?

15 / 20

15. ନିମ୍ନଲିଖିତ ମଧ୍ୟରୁ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ?

16 / 20

16. କେଉଁ ମହାସାଗର ଗୋଟିଏ ଦେଶର ନାମରେ ରଖାଯାଇଛି?

17 / 20

17. ପୃଥିବୀର ସବୁଠାରୁ ବଡ଼ ମହାସାଗରର ନାମ କଣ?

18 / 20

18. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ?

19 / 20

19. ପୃଥିବୀ ପୃଷ୍ଠରେ କେତୋଟି ମହାଦେଶ ଅଛି?

20 / 20

20. ପୃଥିବୀର ସବୁଠାରୁ ଛୋଟ ମହାସାଗରର ନାମ କଣ?

Your score is

Share with your friends.

LinkedIn Facebook Twitter
0%

Spread the love

Leave a Comment

Your email address will not be published. Required fields are marked *

Advertisements