Go to Beginning Odia General Knowledge MCQ Quiz [09]By Editorial Staff / February 23, 2023 February 23, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 1994 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -09 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୯ 1 / 20 1. ଭାରତର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ କେଉଁଠି ଅଛି? A. ଚେନ୍ନାଇ B. ଦିଲ୍ଲୀ C. ଓଡ଼ିଶା D. ମୁମ୍ବାଇ 2 / 20 2. ଭାରତର କେଉଁ ସହରରେ ପ୍ରଥମେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଥିଲା? A. ମୁମ୍ବାଇ B. ଚେନ୍ନାଇ C. କୋଲକତା D. ଦିଲ୍ଲୀ 3 / 20 3. କେଉଁ ଦେଶ ପ୍ରଥମେ ଚିନିର ଆବିଷ୍କାର କରିଥିଲା? A. ନେପାଳ B. ଭାରତ C. ଭୁଟାନ D. ଚୀନ୍ 4 / 20 4. କେଉଁ ଦେଶରେ ସୁନାର ଗାଡ଼ି ଚାଲେ? A. ଜାପାନ B. ସାଉଦି ଆରବ C. ଇଂଲଣ୍ଡ D. ଆମେରିକା 5 / 20 5. କେଉଁ ପଶୁ କୌଣସି ପ୍ରକାରର ଶବ୍ଦ କରିପାରେ ନାହିଁ? A. ହରିଣ B. କଙ୍ଗାରୁ C. ଜିରାଫ D. ଜଳହସ୍ତି 6 / 20 6. ଭାରତର କେଉଁ ରାଜ୍ୟ ସର୍ବାଧିକ ସୋୟାବିନ ଉତ୍ପାଦନ କରେ? A. ମହାରାଷ୍ଟ୍ର B. ତାମିଲନାଡୁ C. ମଧ୍ୟପ୍ରଦେଶ D. ଉତ୍ତରପ୍ରଦେଶ 7 / 20 7. କେଉଁ ଦେଶର ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ? A. ପାକିସ୍ଥାନ B. ଶ୍ରୀଲଙ୍କା C. ଭୁଟାନ D. ନେପାଳ 8 / 20 8. କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ? A. ମୟୂର B. ଅକ୍ଟୋପସ C. ଅସରପା D. ବାଘ 9 / 20 9. ଚନ୍ଦ୍ରପୃଷ୍ଠରେ ପାଣି ରହିଥିବାର ଅନୁସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା? A. ଜାପାନ B. ଆମେରିକା C. ଭାରତ D. ଇଂଲଣ୍ଡ 10 / 20 10. କେଉଁ ପଶୁ ଜନ୍ମ ହେବାର ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ? A. ହରିଣ B. ଭାଲୁ C. ଘୋଡା D. ବାଘ 11 / 20 11. କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ? A. ଜାପାନ B. ଅଷ୍ଟ୍ରେଲିଆ C. ଆମେରିକା D. ସାଉଦି ଆରବ 12 / 20 12. ଭାରତର ଜାତୀୟ ମିଠାର ନାମ କଣ? A. ରସଗୋଲା B. ଝିଲାପି C. ଛେନା ପୋଡ଼ D. ଗୋଲାପ ଜାମୁନ 13 / 20 13. ଫଳ ମାନଙ୍କର ରାଣୀ କାହାକୁ କୁହାଯାଏ? A. ଲିଚୁ B. ପିଜୁଳି C. କମଳା D. ଆମ୍ବ 14 / 20 14. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ଅଛି? A. ମଧ୍ୟପ୍ରଦେଶ B. କେରଳ C. ଆସାମ D. ଓଡ଼ିଶା 15 / 20 15. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ? A. ଯମୁନା B. ଗୋଦାବରୀ C. ମହାନଦୀ D. ଗଙ୍ଗା 16 / 20 16. ଭାରତର କେଉଁ ସହର ଅଙ୍ଗୁର ପାଇଁ ପ୍ରସିଦ୍ଧ? A. କଟକ B. ନାସିକ C. ଦିଲ୍ଲୀ D. ମୁମ୍ବାଇ 17 / 20 17. ଭାରତର କେଉଁ ରାଜ୍ୟ ସବୁଠାରୁ ଅଧିକ ଚା ଉତ୍ପାଦନ କରେ? A. ଆସାମ B. କୋଲକତା C. କେରଳ D. ମଧ୍ୟପ୍ରଦେଶ 18 / 20 18. କେଉଁ ରାଜ୍ୟକୁ ଭାରତର ହୃଦୟ କୁହାଯାଏ? A. ମହାରାଷ୍ଟ୍ର B. ଉତ୍ତରପ୍ରଦେଶ C. ମଧ୍ୟପ୍ରଦେଶ D. ତାମିଲନାଡୁ 19 / 20 19. କଙ୍ଗାରୁ କେଉଁ ଦେଶର ଜାତୀୟ ପଶୁ ଅଟେ? A. ଅଷ୍ଟ୍ରେଲିଆ B. ଦକ୍ଷିଣ ଆଫ୍ରିକା C. ଶ୍ରୀଲଙ୍କା D. ଜାପାନ 20 / 20 20. ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ? A. ଭିଟାମିନ D B. ଭିଟାମିନ C C. ଭିଟାମିନ A D. ଭିଟାମିନ K Your score is Share with your friends. LinkedIn Facebook Twitter 0% Restart quiz Spread the love