Advertisements

Odia General Knowledge MCQ Quiz [09]

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ |

0%
1660
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -09 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୯

1 / 20

1. କେଉଁ ରାଜ୍ୟକୁ ଭାରତର ହୃଦୟ କୁହାଯାଏ?

2 / 20

2. କେଉଁ ଦେଶର ଗୋଟେ ବି ଟ୍ରାଫିକ ସିଗନାଲ ନାହିଁ?

3 / 20

3. ଭାରତର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ କେଉଁଠି ଅଛି?

4 / 20

4. କଙ୍ଗାରୁ କେଉଁ ଦେଶର ଜାତୀୟ ପଶୁ ଅଟେ?

5 / 20

5. ଭାରତର କେଉଁ ରାଜ୍ୟ ସବୁଠାରୁ ଅଧିକ ଚା ଉତ୍ପାଦନ କରେ?

6 / 20

6. କେଉଁ ଜୀବର ରକ୍ତର ରଙ୍ଗ ନୀଳ ଅଟେ?

7 / 20

7. ଭାରତର କେଉଁ ସହରରେ ପ୍ରଥମେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଥିଲା?

8 / 20

8. ଭାରତର କେଉଁ ରାଜ୍ୟ ସର୍ବାଧିକ ସୋୟାବିନ ଉତ୍ପାଦନ କରେ?

9 / 20

9. କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ?

10 / 20

10. ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ?

11 / 20

11. କେଉଁ ଦେଶ ପ୍ରଥମେ ଚିନିର ଆବିଷ୍କାର କରିଥିଲା?

12 / 20

12. କେଉଁ ପଶୁ ଜନ୍ମ ହେବାର ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ?

13 / 20

13. କେଉଁ ପଶୁ କୌଣସି ପ୍ରକାରର ଶବ୍ଦ କରିପାରେ ନାହିଁ?

14 / 20

14. ଭାରତର କେଉଁ ସହର ଅଙ୍ଗୁର ପାଇଁ ପ୍ରସିଦ୍ଧ?

15 / 20

15. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ?

16 / 20

16. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ଅଛି?

17 / 20

17. ଭାରତର ଜାତୀୟ ମିଠାର ନାମ କଣ?

18 / 20

18. ଚନ୍ଦ୍ରପୃଷ୍ଠରେ ପାଣି ରହିଥିବାର ଅନୁସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା?

19 / 20

19. ଫଳ ମାନଙ୍କର ରାଣୀ କାହାକୁ କୁହାଯାଏ?

20 / 20

20. କେଉଁ ଦେଶରେ ସୁନାର ଗାଡ଼ି ଚାଲେ?

Your score is

Share with your friends.

LinkedIn Facebook Twitter
0%

Spread the love

Leave a Comment

Your email address will not be published. Required fields are marked *

Advertisements