Go to Beginning Odia General Knowledge MCQ Quiz [08]By Editorial Staff / February 22, 2023 February 22, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2620 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -08 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୮ 1 / 20 1. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ସଲଫୁରିକ୍ ଏସିଡ B. ହାଇଡ୍ରୋକ୍ଲୋରିକ ଏସିଡ C. ଫରମିକ୍ ଏସିଡ D. ଏସିଟିକ୍ ଏସିଡ 2 / 20 2. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ଉଦଜାନ B. ମିଥେନ୍ C. ହିଲିୟମ୍ D. ଅମ୍ଳଜାନ 3 / 20 3. ଓସ୍କାର ପୁରସ୍କାର କେଉଁ କ୍ଷେତ୍ର ପାଇଁ ଦିଆଯାଏ? A. ଚିତ୍ରକଳା B. ସଂସ୍କୃତ C. କ୍ରିକେଟ D. ସିନେମା 4 / 20 4. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. ଗ୍ୟାସୀୟ B. ନମନୀୟ C. କଠିନ D. ତରଳ 5 / 20 5. ତାଜମହଲ ରେ ସମୁଦାୟ କେତୋଟି ରୁମ୍ ଅଛି? A. ୨୨୦ B. ୧୨୦ C. ୨୦୦ D. ୧୦୦ 6 / 20 6. ମନୁଷ୍ୟ ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠି ଅଛି? A. କାନ B. ନାକ C. ଆଖି D. ମୁଣ୍ଡ 7 / 20 7. ଭାରତର ଜାତୀୟ ପରିବାର ନାମ କଣ? A. ଶାଗ B. ଭେଣ୍ଡି C. ବାଇଗଣ D. ଆଳୁ 8 / 20 8. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 10 B. 8 C. 6 D. 12 9 / 20 9. କେଉଁ ମସିହା ଠାରୁ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା? A. ୧୯୧୩ B. ୧୯୧୧ C. ୧୯୧୨ D. ୧୯୧୦ 10 / 20 10. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୁନା ପଞ୍ଜୁରୀ B. ବାବୁଲ C. ସୀତା ବିବାହ D. ଡୋରା 11 / 20 11. କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ? A. ଆମେରିକା B. ଭାରତ C. ଅଷ୍ଟ୍ରେଲିଆ D. ଚୀନ୍ 12 / 20 12. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ଗ୍ରହାଣୁ ପୁଞ୍ଜ B. ଚନ୍ଦ୍ର C. ସପ୍ତର୍ଷମଣ୍ଡଳ D. ସୂର୍ଯ୍ୟ 13 / 20 13. କେଉଁ ଦେଶ ପ୍ରଥମେ କାଗଜ ନୋଟ୍ ତିଆରି କରିଥିଲା? A. ଇଂଲଣ୍ଡ B. ଭାରତ C. ଆମେରିକା D. ଚୀନ୍ 14 / 20 14. କେଉଁ ଦେଶ ଉଡାଜାହାଜ ଆବିଷ୍କାର କରିଥିଲା? A. ଭାରତ B. ଚୀନ୍ C. ଇଂଲଣ୍ଡ D. ଆମେରିକା 15 / 20 15. ମାଉଣ୍ଟ ଏଭେରେଷ୍ଟ ଉପରେ ଦୁଇଥର ଚଢ଼ିଥିବା ପ୍ରଥମ ମହିଳାଙ୍କ ନାମ କଣ? A. ସନ୍ତୋଷ ଯାଦବ B. ସୁସ୍ମିତା ଦାସ C. ରିତା ଫାରିଆ D. କଳ୍ପନା ଚୌଧୁରି 16 / 20 16. ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ର ନାମ କଣ ଥିଲା? A. କୋଲକତା B. କେରଳ C. ମୁମ୍ବାଇ D. ମାଡ୍ରାସ 17 / 20 17. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଗପ ହେଲେ ବି ସତ B. ତତେ ମୋ ରାଣ C. ଅର୍ଜୁନ D. ରୋମିଓ 18 / 20 18. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀ କେବେ ବି ଗଛ ଉପରେ ବସି ନଥାଏ? A. ମୟୂର B. ବାଦୁଡ଼ି C. ପାରା D. ଟିଟୋନୀ 19 / 20 19. କେଉଁ ଦେଶରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ? A. କାନାଡା B. ଭାରତ C. ଚୀନ୍ D. ହଂକଂ 20 / 20 20. ଗୀତ ଗୋବିନ୍ଦ ପୁସ୍ତକର ଲେଖକ କିଏ? A. ସାରଳା ଦାସ B. ଜୟଦେବ C. ଦେବ ବ୍ୟାସ D. ତୁଳସୀ ଦାସ Your score is Share with your friends. LinkedIn Facebook Twitter 0% Restart quiz Spread the love