Go to Beginning Odia General Knowledge MCQ Quiz [08]By Editorial Staff / February 22, 2023 February 22, 2023 Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ | 0% 2072 BEST OF LUCK!!! GOOD TRY,Keep Practicing, Keep Improving. Advertisements Odia General Knowledge MCQ Quiz -08 (Odia GK) ଓଡିଆ ସାଧାରଣ ଜ୍ଞାନ କୁଇଜ୍ -୦୮ 1 / 20 1. ଭାରତର ଜାତୀୟ ପରିବାର ନାମ କଣ? A. ଭେଣ୍ଡି B. ଶାଗ C. ଆଳୁ D. ବାଇଗଣ 2 / 20 2. ମନୁଷ୍ୟ ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠି ଅଛି? A. ଆଖି B. ନାକ C. ମୁଣ୍ଡ D. କାନ 3 / 20 3. ଗୀତ ଗୋବିନ୍ଦ ପୁସ୍ତକର ଲେଖକ କିଏ? A. ସାରଳା ଦାସ B. ଦେବ ବ୍ୟାସ C. ତୁଳସୀ ଦାସ D. ଜୟଦେବ 4 / 20 4. ତାଜମହଲ ରେ ସମୁଦାୟ କେତୋଟି ରୁମ୍ ଅଛି? A. ୨୨୦ B. ୧୦୦ C. ୧୨୦ D. ୨୦୦ 5 / 20 5. କିଟ ପତଙ୍ଗ ମାନଙ୍କର କେତୋଟି ଗୋଡ଼ ଥାଏ? A. 10 B. 12 C. 6 D. 8 6 / 20 6. କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳିଥାଏ? A. ଭାରତ B. ଆମେରିକା C. ଅଷ୍ଟ୍ରେଲିଆ D. ଚୀନ୍ 7 / 20 7. ନିମ୍ନଲିଖିତ ମଧ୍ୟରୁ କେଉଁ ପକ୍ଷୀ କେବେ ବି ଗଛ ଉପରେ ବସି ନଥାଏ? A. ମୟୂର B. ଟିଟୋନୀ C. ପାରା D. ବାଦୁଡ଼ି 8 / 20 8. ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇପାରେ? A. ନମନୀୟ B. ଗ୍ୟାସୀୟ C. କଠିନ D. ତରଳ 9 / 20 9. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ରୋମିଓ B. ଗପ ହେଲେ ବି ସତ C. ଅର୍ଜୁନ D. ତତେ ମୋ ରାଣ 10 / 20 10. ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ? A. ଉଦଜାନ B. ହିଲିୟମ୍ C. ମିଥେନ୍ D. ଅମ୍ଳଜାନ 11 / 20 11. ଧ୍ରୁବତାରା ଚାରିପଟେ କିଏ ଘୁରୁଅଛି? A. ସପ୍ତର୍ଷମଣ୍ଡଳ B. ଗ୍ରହାଣୁ ପୁଞ୍ଜ C. ସୂର୍ଯ୍ୟ D. ଚନ୍ଦ୍ର 12 / 20 12. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୀତା ବିବାହ B. ବାବୁଲ C. ସୁନା ପଞ୍ଜୁରୀ D. ଡୋରା 13 / 20 13. ମାଉଣ୍ଟ ଏଭେରେଷ୍ଟ ଉପରେ ଦୁଇଥର ଚଢ଼ିଥିବା ପ୍ରଥମ ମହିଳାଙ୍କ ନାମ କଣ? A. ସୁସ୍ମିତା ଦାସ B. କଳ୍ପନା ଚୌଧୁରି C. ସନ୍ତୋଷ ଯାଦବ D. ରିତା ଫାରିଆ 14 / 20 14. ପିମ୍ପୁଡ଼ି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲିଯାଏ? A. ସଲଫୁରିକ୍ ଏସିଡ B. ଫରମିକ୍ ଏସିଡ C. ଏସିଟିକ୍ ଏସିଡ D. ହାଇଡ୍ରୋକ୍ଲୋରିକ ଏସିଡ 15 / 20 15. କେଉଁ ମସିହା ଠାରୁ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା? A. ୧୯୧୦ B. ୧୯୧୩ C. ୧୯୧୧ D. ୧୯୧୨ 16 / 20 16. କେଉଁ ଦେଶରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ? A. ହଂକଂ B. କାନାଡା C. ଭାରତ D. ଚୀନ୍ 17 / 20 17. କେଉଁ ଦେଶ ଉଡାଜାହାଜ ଆବିଷ୍କାର କରିଥିଲା? A. ଇଂଲଣ୍ଡ B. ଆମେରିକା C. ଭାରତ D. ଚୀନ୍ 18 / 20 18. ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ର ନାମ କଣ ଥିଲା? A. କେରଳ B. କୋଲକତା C. ମୁମ୍ବାଇ D. ମାଡ୍ରାସ 19 / 20 19. କେଉଁ ଦେଶ ପ୍ରଥମେ କାଗଜ ନୋଟ୍ ତିଆରି କରିଥିଲା? A. ଆମେରିକା B. ଇଂଲଣ୍ଡ C. ଚୀନ୍ D. ଭାରତ 20 / 20 20. ଓସ୍କାର ପୁରସ୍କାର କେଉଁ କ୍ଷେତ୍ର ପାଇଁ ଦିଆଯାଏ? A. କ୍ରିକେଟ B. ଚିତ୍ରକଳା C. ସଂସ୍କୃତ D. ସିନେମା Your score is Share with your friends. LinkedIn Facebook Twitter 0% Restart quiz Spread the love