Spoken English in Odia -My English Class Odia
କେବେ ହେଲେ ହାର ମାନନି।
Never give up.
ପୁଣି ଥରେ ଚେଷ୍ଟା କର ।
Try again.
ତୁମେ କିଛି କହୁନ କାହିଁକି ?
Why don’t you say something?
ମିଛ କହିବା ବନ୍ଦ କର ।
Stop lying.
ଏହାକୁ ମତେ ବୁଝାଅ ।
Explain it to me.
ଧୈର୍ଯ୍ୟ ରଖ ।
Have patience.
ତୁମେ ମୋ ସହିତ କଥା ହେଉନ କାହିଁକି ?
Why don’t you talk to me?
ତାଙ୍କୁ ବିଶ୍ଵାସ କର ନାହିଁ ।
Don’t believe him.
ତୁମେ ମିଛୁଆ ।
You are a liar.
ଏହାକୁ ଶୀଘ୍ର କର ।
Do it fast.
କଣ ଭାବୁଛ?
What are you thinking?
ମୁଁ ବି ଜାଣିଥିଲି ।
Even I knew it.
ତୁମେ କିଛି କହିଲ କି?
Did you say something?
ଏବେ କଣ କହିଲ?
What did you just say?
ମୋର କିଛି କହିବାର ନାହିଁ ।
I have nothing to say.
ଏଇଥି ପାଇଁ ।
That’s why.
କଣ ଭାବୁଥିଲ?
What were you thinking ?
ମୁଁ ତମକୁ କହି ପାରିବିନି ।
I can’t tell you.
ତୁମକୁ କିଛି ପଚାରି ପାରିବି କି ?
Can I ask you something?
ସେ କଣ କହୁଛି?
What is he saying?
କଣ ହୁଏ କି?
What happens is ?
ସେଇଟା ହିଁ ।
That’s what.
ନ ହେଲେ କଣ ?
What then ?
ତାହେଲେ କଣ ହେଲା ?
So what?
ବୁଝୁଛ ଟି ।
Getting it.
ଆସୁଛ କି ନାହିଁ ।
Coming or not.
ଏମିତି ନୁହେଁ ।
It’s not like that.
କିଏ ଜାଣେ?
Who knows?
ମୁଁ ସେସବୁ ଜାଣେନି ।
I don’t know all that.
ତୁମେ କଣ କହୁଛ?
What are you saying?
ସବୁ ଠିକ୍ ଅଛି ।
Everything is Ok.
ଏଇଟା ଦେଖ ।
See this.
ମୁଁ ଜାଣିବାକୁ ଚାହୁଁଛି ।
I want to know.
ତୁମେ ତ ଜାଣିଛ ନା ।
You know that right.
ନିଜର ଯତ୍ନ ନିଅ ।
Take care of yourself.
ତୁମେ କେମିତି ଜାଣିଲ?
How did you know?
ତାହେଲେ ।
So then.