Go to Beginning » BSE Odisha 10th Class All Books PDF 10th Class All Books PDF On this page, you can find the entire 10th Class Odia Medium book in PDF format and you can download it and read it as Soft Copy on your phone. ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ବ୍ୟାକରଣ English & English Grammar ବୀଜ ଗଣିତ ଓ ଜ୍ୟାମିତି ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ଇତିହାସ,ରାଜନୀତି ବିଜ୍ଞାନ ଓ ଭୂଗୋଳ, ଅର୍ଥନୀତି ସଂସ୍କୃତ ଓ ସଂସ୍କୃତ ବ୍ୟାକରଣ ହିନ୍ଦୀ ଓ ହିନ୍ଦୀ ବ୍ୟାକରଣ 0% 3913 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୁନା ପଞ୍ଜୁରୀ B. ସୀତା ବିବାହ C. ଡୋରା D. ବାବୁଲ 2 / 50 2. ପିପିଲି କାହିଁକି ପ୍ରସିଦ୍ଧ ? A. ଧାନ B. ଚାନ୍ଦୁଆ C. ପାନ D. ଆଖୁ 3 / 50 3. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. ଫୁଲବାଣୀ B. କୋରାପୁଟ C. କଟକ D. ଭଞ୍ଜନଗର 4 / 50 4. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ସୁନ୍ଦରଗଡ଼ B. ବଡ଼ବିଲ C. ଢ଼େଙ୍କାନାଳ D. ଖୋର୍ଦ୍ଧା 5 / 50 5. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ସମ୍ବଲପୁର ବିଶ୍ୱବିଦ୍ୟାଳୟ B. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ C. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ D. ସାଲେପୁର ବିଶ୍ଵବିଦ୍ୟାଳୟ 6 / 50 6. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ପଣା ସଂକ୍ରାନ୍ତି B. ମକର ସଂକ୍ରାନ୍ତି C. ଧନୁ ସଂକ୍ରାନ୍ତି D. ରଜ ସଂକ୍ରାନ୍ତି 7 / 50 7. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1936 B. 1909 C. 1912 D. 1901 8 / 50 8. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. କୋଇଲା B. ଚୂନପଥର C. ଅଭ୍ର D. ଲୁହାପଥର 9 / 50 9. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. କନ୍ଧମାଳ B. କଳାହାଣ୍ଡି C. ବରଗଡ଼ D. ମୟୂରଭଞ୍ଜ 10 / 50 10. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ପ୍ରତିଭା ରାୟ B. ବୈକୁଣ୍ଠନାଥ ଦେ C. ଫକୀର ମୋହନ ସେନାପତି D. ଗୌରୀଶଙ୍କର ରାୟ 11 / 50 11. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଅର୍ଜୁନ B. ରୋମିଓ C. ଗପ ହେଲେ ବି ସତ D. ତତେ ମୋ ରାଣ 12 / 50 12. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୮୪ B. ୧୯୫୪ C. ୧୯୮୫ D. ୧୯୫୦ 13 / 50 13. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ଜଗତସିଂହପୁର B. ବାଲେଶ୍ୱର C. କଟକ D. ନବରଙ୍ଗପୁର କଟକ 14 / 50 14. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଆଲୁମିନିୟମ କାରଖାନା B. ମିର ବିମାନ କାରଖାନା C. ଲୁହା କାରଖାନା D. ଷ୍ଟିଲ କାରଖାନା 15 / 50 15. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1981 B. 1987 C. 1985 D. 1990 16 / 50 16. ରାଜା ଖାରବେଳ କେଉଁ ବଂଶଜ ? A. ଚେଦି B. ସୋମା C. ନନ୍ଦ D. ମୌର୍ଯ୍ୟ 17 / 50 17. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. କୋଣାର୍କ B. ବାଲେଶ୍ୱର C. ପୁରୀ D. ଗୋପାଳପୁର 18 / 50 18. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୫ B. ୧୮ C. ୨୦ D. ୨୧ 19 / 50 19. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. କେନ୍ଦ୍ରାପଡ଼ା B. ଯାଜପୁର C. ପୁରୀ D. ବାଲେଶ୍ଵର 20 / 50 20. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ମାଲକାନଗିରି B. ଦାରିଙ୍ଗି ବାଡି C. ଗୋପାଳପୁର D. ପୁରୀ 21 / 50 21. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 1998 B. 2000 C. 2001 D. 1999 22 / 50 22. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. କେନ୍ଦୁଝର C. ସମ୍ବଲପୁର D. ବଲାଙ୍ଗିର 23 / 50 23. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. କଳାହାଣ୍ଡି ଜିଲ୍ଲା B. ଢେଙ୍କାନାଳ ଜିଲ୍ଲା C. ଗଜପତି ଜିଲ୍ଲା D. ଗଞ୍ଜାମ ଜିଲ୍ଲା 24 / 50 24. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. କାବେରୀ B. ଯମୁନା C. ତୃଷ୍ଣା D. ମହାନଦୀ 25 / 50 25. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର B. କୋଣାର୍କର ସୂର୍ଯ୍ୟ ମନ୍ଦିର C. ଲିଙ୍ଗରାଜ ମନ୍ଦିର D. ଧବଳେଶ୍ଵର ମନ୍ଦିର 26 / 50 26. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. ଗଙ୍ଗା B. ଏଇଥିରୁ କେଉଁଠି ନୁହେଁ C. କୌଶଲ୍ୟା ଗଙ୍ଗା D. କୋରାପୁଟ 27 / 50 27. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ଖୋର୍ଦ୍ଧା B. ବଡ଼ବିଲ C. ଢ଼େଙ୍କାନାଳ D. କଟକ 28 / 50 28. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1933 B. 1932 C. 1936 D. 1928 29 / 50 29. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୨୦୧୨ B. ୧୯୯୯ C. ୧୯୯୭ D. ୧୯୫୦ 30 / 50 30. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. ପୁରୀ B. କୋଣାର୍କ C. କଟକ D. ଗଞ୍ଜାମ 31 / 50 31. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ଭୁବନେଶ୍ୱର B. ବ୍ରହ୍ମପୁର C. କଟକ D. ରାଉଲକେଲା 32 / 50 32. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. ପୁରୀ B. କୋଣାର୍କ C. ହିମାଳୟ D. କପିଳାସ 33 / 50 33. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଯଯାତି କେଶରୀ B. ଚୋଡ଼ଗଙ୍ଗ ଦେବ C. ଅନଙ୍ଗ ଭୀମଦେବ D. ଲାଙ୍ଗୁଳା ନରସିଂହ ଦେବ 34 / 50 34. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. ଏଇଥିରୁ କେଉଁଠି ନୁହେଁ C. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ 35 / 50 35. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. ପୁରୀର ଜଗନ୍ନାଥ ମନ୍ଦିର B. ଲିଙ୍ଗରାଜ ମନ୍ଦିର C. ଧବଳେଶ୍ଵର ମନ୍ଦିର D. କୋଣାର୍କର ସୂର୍ଯ୍ୟ ମନ୍ଦିର 36 / 50 36. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ବାଲେଶ୍ଵର B. ପୁରୀ C. କଟକ D. ଭୁବନେଶ୍ୱର 37 / 50 37. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ଦକ୍ଷିଣ ରେଳପଥ B. ପୂର୍ବ ରେଳପଥ C. ପୂର୍ବତଟ ରେଳପଥ D. ପଶ୍ଚିମ ରେଳପଥ 38 / 50 38. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. ପୁରୀ, ଭୁବନେଶ୍ୱର, କୋଣାର୍କ B. କଟକ, ଭୁବନେଶ୍ୱର, ପୁରୀ C. କୋଣାର୍କ,ପୁରୀ ,ଖୋର୍ଦ୍ଧା D. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର 39 / 50 39. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ଧାନ B. ଗହମ C. ଆଖୁ D. ମୁଗ 40 / 50 40. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୪୧୨ଟି B. ୩୧୪ଟି C. ୩୨୪ଟି D. ୨୨୦ଟି 41 / 50 41. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ନନ୍ଦନକାନନ B. ଭିତରକନିକା C. ଗୋପାଳପୁର D. ଚିଲିକା 42 / 50 42. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. କଟକ B. ଭୁବନେଶ୍ୱର C. ବାଲେଶ୍ଵର D. ରାଉଲକେଲା 43 / 50 43. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. ଭୁବନେଶ୍ବର B. କଟକ C. ବରଗଡ଼ D. ଖୋର୍ଦ୍ଧା 44 / 50 44. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ବରଗଡ଼ B. ଢ଼େଙ୍କାନାଳ C. ବଡ଼ବିଲ D. ସୁନ୍ଦରଗଡ଼ 45 / 50 45. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ପ୍ରମେୟ B. ଉତ୍କଳ ଗୌରବ C. ଉତ୍କଳ ଦୀପିକା D. ସମାଜ 46 / 50 46. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. ଢେଙ୍କାନାଳ C. ଗଜପତି D. ଯାଜପୁର 47 / 50 47. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ବାବା ବିଶ୍ବନାଥ B. ଭୀମ ଭୋଇ C. ମହିମା ଗୋସାଇଁ D. ସିଦ୍ଧ ବାବା 48 / 50 48. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ବଡ଼ବିଲ B. ଥେରୁବାଲି C. ଖୋର୍ଦ୍ଧା D. ଢ଼େଙ୍କାନାଳ 49 / 50 49. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. କଟକ B. ବ୍ରହ୍ମପୁର C. ମାହାଙ୍ଗା D. ଭୁବନେଶ୍ୱର 50 / 50 50. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଶ୍ରୀ ବିଜୁ ପଟ୍ଟନାୟକ B. ଡ଼ୀ ଜଗନ୍ନାଥ ପଟ୍ଟନାୟକ C. ବିଶ୍ବନାଥ ଦାସ D. ଏଇଥିରୁ କେଉଁଠି ନୁହେଁ Your score is Share with your friends. LinkedIn Facebook Twitter 0% Restart quiz sa2 exam 10th class 2023 odisha | 10th class sa2 question paper 2023 odisha – download now March 7, 2023sa2 exam 9th class 2023 odisha | 9th class sa2 question paper 2023 odisha – download now February 22, 2023Formative Assessment Papers Download 2023 February 19, 2023Formative Assessment 2023 February 19, 2023sa1 exam 10th class 2022 odisha | 10th class sa1 question paper 2022 odisha – download now February 3, 2023sa1 exam 9th class 2022 odisha | 9th class sa1 question paper 2022 odisha – download now February 3, 2023sa2 exam 10th class question answer 2023 | sa2 exam 10th class 2023 odisha February 2, 2023