Advertisements

Odia General Knowledge MCQ Quiz -01

Odia General Knowledge ସମସ୍ତ ପ୍ରତିଯୋଗୀ ତଥା ସରକାରୀ ନିଯୁକ୍ତି ପରୀକ୍ଷା ଏବଂ ରେଳବାଇ, SSC, ବ୍ୟାଙ୍କ କ୍ଲର୍କ ଇତ୍ୟାଦି ସାଧାରଣ ବର୍ଗରେ ସାଧାରଣ ଜ୍ଞାନ (Odia GK) ଗୁରୁତ୍ୱପୂର୍ଣ୍ଣ |

0%
0 votes, 0 avg
13098
BEST OF LUCK!!!

GOOD TRY,

Keep Practicing, Keep Improving.


General Knowledge
Advertisements

Odia General Knowledge MCQ Quiz -01 (Odia GK)

ଓଡିଆ ସାଧାରଣ ଜ୍ଞାନ କୁଇଜ୍

1 / 15

1. ଭାରତ ପାର୍ଲିଆମେଣ୍ଟ ରେ କେତୋଟି ସଭା?

2 / 15

2. ଭାରତର ପ୍ରଥମ ବିଶ୍ଵ ସୁନ୍ଦରୀ କିଏ?

3 / 15

3. ଲୋକସଭାର ସଭାପତି କିଏ?

4 / 15

4. ଲୋକସଭାର ସଭ୍ୟ ସଂଖ୍ୟା କେତେ?

5 / 15

5. ଭାରତର ସର୍ବାଧିକ ସାକ୍ଷାର ରାଜ୍ୟ କିଏ?

6 / 15

6. ଭାରତ ରେ ଶାସନ ମୁଖ୍ୟ କିଏ?

7 / 15

7. ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ?

8 / 15

8. ଭାରତର ପ୍ରକୃତ ଶାସକ କିଏ ?

9 / 15

9. ଭାରତ କେତେବର୍ଷ କାଳ ପରାଧୀନ ଥିଲା?

10 / 15

10. ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ?

11 / 15

11. ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି ?

12 / 15

12. ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ?

13 / 15

13. ସ୍ବାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ?

14 / 15

14. ଭାରତର ପ୍ରଥମ ରାଷ୍ଟ୍ରପତି କିଏ?

15 / 15

15. କେତେ ବର୍ଷରେ ଥରେ ଜନଗଣନା ହୁଏ?

Your score is

Share with your friends.

LinkedIn Facebook Twitter
0%

Spread the love

4 thoughts on “Odia General Knowledge MCQ Quiz -01”

Leave a Comment

Your email address will not be published. Required fields are marked *

Advertisements