Go to Beginning » Odia Medium by Odia Tips Odia Medium Mock Tests 10th Class board Exams Mock Tests 10th board Exams Tests-01 10th board Exams Tests-02 10th board Exams Tests-03 10th board Exams Tests-04 10th board Exams Tests-05 10th Class GK Mock Tests 9th Class board Exams Mock Tests 9th board Exams Tests-01 9th board Exams Tests-02 9th board Exams Tests-03 9th board Exams Tests-04 9th board Exams Tests-05 9th Class GK Mock Tests 8th Class board Exams Mock Tests 8th board Exams Tests-01 8th board Exams Tests-02 8th board Exams Tests-03 8th board Exams Tests-04 8th board Exams Tests-05 8th Class GK Mock Tests 0% 3913 BEST OF LUCK!!! GOOD TRY,Keep Practicing, Keep Improving. Odisha GK Question and Answer (Odisha GK Online Test) ସାଧାରଣ ଜ୍ଞାନ କୁଇଜ୍ 1 / 50 1. ଓଡ଼ିଶାର ଠାକୁରାଣୀ ପାହାଡ଼ରୁ କ’ଣ ମିଳିଥାଏ ? A. ଅଭ୍ର B. ଲୁହାପଥର C. କୋଇଲା D. ଚୂନପଥର 2 / 50 2. କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? A. ଚୋଡ଼ଗଙ୍ଗ ଦେବ B. ଅନଙ୍ଗ ଭୀମଦେବ C. ଲାଙ୍ଗୁଳା ନରସିଂହ ଦେବ D. ଯଯାତି କେଶରୀ 3 / 50 3. ଓଡ଼ିଶା ଦେଇ ଯାଇଥିବା ରେଳପଥର ନାମ କ'ଣ ? A. ଦକ୍ଷିଣ ରେଳପଥ B. ପୂର୍ବ ରେଳପଥ C. ପୂର୍ବତଟ ରେଳପଥ D. ପଶ୍ଚିମ ରେଳପଥ 4 / 50 4. ଓଡ଼ିଶାର କେଉଁଠାରେ ଆଜବେଷ୍ଟସ୍ କାରଖାନା ଅଛି ? A. ଢ଼େଙ୍କାନାଳ B. ସୁନ୍ଦରଗଡ଼ C. ବଡ଼ବିଲ D. ଖୋର୍ଦ୍ଧା 5 / 50 5. ସୁନାରୂପା ତାରକସି କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ? A. କଟକ B. ଖୋର୍ଦ୍ଧା C. ଭୁବନେଶ୍ବର D. ବରଗଡ଼ 6 / 50 6. ଓଡ଼ିଶାର ଗଦା କ୍ଷେତ୍ର କେଉଁଠି ଅବସ୍ଥିତ? A. ଯାଜପୁର B. ଗଜପତି C. ଗଞ୍ଜାମ D. ଢେଙ୍କାନାଳ 7 / 50 7. କେବେ ସମ୍ବଲପୁର ଓଡ଼ିଶା ସହ ମିଶିଥିଲା ? A. 1936 B. 1912 C. 1901 D. 1909 8 / 50 8. ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" କେବେ ପ୍ରକାଶ ପାଇଥିଲା ? A. 1928 B. 1936 C. 1933 D. 1932 9 / 50 9. କେଉଁ ମସିହାରେ ମହା ବାତ୍ୟା ହୋଇଥିଲା ? A. 2000 B. 1998 C. 2001 D. 1999 10 / 50 10. ଓଡ଼ିଶାର ବ୍ଲକ୍ ସଂଖ୍ୟା କେତେ ? A. ୪୧୨ଟି B. ୩୨୪ଟି C. ୩୧୪ଟି D. ୨୨୦ଟି 11 / 50 11. ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କାହାକୁ କୁହାଯାଏ? A. କଟକ B. ମାହାଙ୍ଗା C. ଭୁବନେଶ୍ୱର D. ବ୍ରହ୍ମପୁର 12 / 50 12. ଓଡ଼ିଶାର ଶାବର କ୍ଷେତ୍ର କେଉଁଠି ଅବସ୍ଥିତ? A. କୋରାପୁଟ B. କଟକ C. ଭଞ୍ଜନଗର D. ଫୁଲବାଣୀ 13 / 50 13. ଓଡ଼ିଶାର ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ? A. ଗପ ହେଲେ ବି ସତ B. ତତେ ମୋ ରାଣ C. ଅର୍ଜୁନ D. ରୋମିଓ 14 / 50 14. ଓଡ଼ିଶାର ସର୍ବାଧିକ ମରୁଡ଼ି ଗ୍ରସ୍ତ ଜିଲ୍ଲା କେଉଁଠି ? A. ଗଜପତି ଜିଲ୍ଲା B. କଳାହାଣ୍ଡି ଜିଲ୍ଲା C. ଗଞ୍ଜାମ ଜିଲ୍ଲା D. ଢେଙ୍କାନାଳ ଜିଲ୍ଲା 15 / 50 15. ଓଡ଼ିଶାର ଲୋକସଭାର ସଦସ୍ୟ ସଂଖ୍ୟା କେତେ? A. ୨୧ B. ୧୮ C. ୨୫ D. ୨୦ 16 / 50 16. ପେରୋସିଲିକନ୍ କାରଖାନା ଓଡ଼ିଶାରେ କେଉଁଠି ଅଛି ? A. ଥେରୁବାଲି B. ବଡ଼ବିଲ C. ଖୋର୍ଦ୍ଧା D. ଢ଼େଙ୍କାନାଳ 17 / 50 17. ଓଡ଼ିଶାର କୈଳାସ କେଉଁଠି ଅବସ୍ଥିତ? A. କୋଣାର୍କ B. ପୁରୀ C. ହିମାଳୟ D. କପିଳାସ 18 / 50 18. ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି ଅବସ୍ଥିତ? A. ଗଞ୍ଜାମ B. କୋଣାର୍କ C. କଟକ D. ପୁରୀ 19 / 50 19. ୧୯୯୧ରେ ଓଡ଼ିଶାର ଜନସଂଖ୍ୟା କେତେ? A. ୩ କୋଟି ୧୬ ଲକ୍ଷ ୫୯ ହଜାର ୭୩୬ B. 2 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ C. 4 କୋଟି ୧୬ ଲକ୍ଷ ୫୯ ହଜାର ୭୩୬ D. ଏଇଥିରୁ କେଉଁଠି ନୁହେଁ 20 / 50 20. ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି ଅବସ୍ଥିତ? A. ନବରଙ୍ଗପୁର କଟକ B. କଟକ C. ଜଗତସିଂହପୁର D. ବାଲେଶ୍ୱର 21 / 50 21. ଓଡ଼ିଶାର କେଉଁଠି କେନ୍ଦ୍ରିୟ ମାଛଚାଷ ଗବେଷଣା କେନ୍ଦ୍ର ଅଛି ? A. ଗଙ୍ଗା B. କୌଶଲ୍ୟା ଗଙ୍ଗା C. ଏଇଥିରୁ କେଉଁଠି ନୁହେଁ D. କୋରାପୁଟ 22 / 50 22. ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? A. ମୟୂରଭଞ୍ଜ B. ବରଗଡ଼ C. କଳାହାଣ୍ଡି D. କନ୍ଧମାଳ 23 / 50 23. ଓଡ଼ିଶାର ଭଞ୍ଜ ବିହାର କେଉଁଠି ଅବସ୍ଥିତ? A. ସାଲେପୁର ବିଶ୍ଵବିଦ୍ୟାଳୟ B. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ C. ସମ୍ବଲପୁର ବିଶ୍ୱବିଦ୍ୟାଳୟ D. ଭୁବନେଶ୍ୱର ବିଶ୍ଵବିଦ୍ୟାଳୟ 24 / 50 24. ପିପିଲି କାହିଁକି ପ୍ରସିଦ୍ଧ ? A. ଚାନ୍ଦୁଆ B. ଆଖୁ C. ପାନ D. ଧାନ 25 / 50 25. କେଉଁ ମସିହାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ସ୍ବୀକୃତି ପାଇଥିଲା? A. ୧୯୮୫ B. ୧୯୫୦ C. ୧୯୮୪ D. ୧୯୫୪ 26 / 50 26. ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା? A. ୨୦୧୨ B. ୧୯୯୯ C. ୧୯୫୦ D. ୧୯୯୭ 27 / 50 27. କେଉଁ ମସିହାରେ ଚିଲିକା ହ୍ରଦକୁ ଭାରତୀୟ ଆର୍ଦ୍ରଭୂମି ରୂପେ ମାନ୍ୟତା ମିଳିଛି ? A. 1990 B. 1987 C. 1981 D. 1985 28 / 50 28. ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. କଟକ C. ଭୁବନେଶ୍ୱର D. ରାଉଲକେଲା 29 / 50 29. ଓଡ଼ିଶାର ଇସ୍ପାତ ସହର କେଉଁଠି ଅବସ୍ଥିତ? A. ରାଉଲକେଲା B. କଟକ C. ଭୁବନେଶ୍ୱର D. ବ୍ରହ୍ମପୁର 30 / 50 30. ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? A. ଗୋପାଳପୁର B. ପୁରୀ C. ଦାରିଙ୍ଗି ବାଡି D. ମାଲକାନଗିରି 31 / 50 31. ଓଡ଼ିଶାର କାଶୀ କାହାକୁ କୁହାଯାଏ? A. ବାଲେଶ୍ଵର B. ଭୁବନେଶ୍ୱର C. କଟକ D. ପୁରୀ 32 / 50 32. ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? A. ତୃଷ୍ଣା B. ଯମୁନା C. କାବେରୀ D. ମହାନଦୀ 33 / 50 33. ରାଜା ଖାରବେଳ କେଉଁ ବଂଶଜ ? A. ଚେଦି B. ମୌର୍ଯ୍ୟ C. ନନ୍ଦ D. ସୋମା 34 / 50 34. ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା କିଏ ? A. ଡ଼ୀ ଜଗନ୍ନାଥ ପଟ୍ଟନାୟକ B. ବିଶ୍ବନାଥ ଦାସ C. ଶ୍ରୀ ବିଜୁ ପଟ୍ଟନାୟକ D. ଏଇଥିରୁ କେଉଁଠି ନୁହେଁ 35 / 50 35. ଓଡ଼ିଶାର ଜ୍ୟୋତି ବିହାର କେଉଁଠି ଅବସ୍ଥିତ? A. ସମ୍ବଲପୁର B. କେନ୍ଦୁଝର C. ବାଲେଶ୍ଵର D. ବଲାଙ୍ଗିର 36 / 50 36. ସୁନାବେଡ଼ାରେ କେଉଁ କାରଖାନା ଅଛି ? A. ଲୁହା କାରଖାନା B. ଆଲୁମିନିୟମ କାରଖାନା C. ମିର ବିମାନ କାରଖାନା D. ଷ୍ଟିଲ କାରଖାନା 37 / 50 37. ଓଡ଼ିଶାର କେଉଁଠାରେ ସ୍ପଞ୍ଜ ଲୁହା କାରଖାନା ଅଛି ? A. ଖୋର୍ଦ୍ଧା B. କଟକ C. ବଡ଼ବିଲ D. ଢ଼େଙ୍କାନାଳ 38 / 50 38. ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି ଅବସ୍ଥିତ? A. କୋଣାର୍କ B. ଗୋପାଳପୁର C. ବାଲେଶ୍ୱର D. ପୁରୀ 39 / 50 39. ଓଡ଼ିଶାର ମୁଖ୍ୟ ଫସଲର ନାମ କଣ? A. ମୁଗ B. ଧାନ C. ଆଖୁ D. ଗହମ 40 / 50 40. କେଉଁ ସଂକ୍ରାନ୍ତିରେ ଓଡ଼ିଆ ନବବର୍ଷ ପାଳନ କରାଯାଏ? A. ଧନୁ ସଂକ୍ରାନ୍ତି B. ପଣା ସଂକ୍ରାନ୍ତି C. ରଜ ସଂକ୍ରାନ୍ତି D. ମକର ସଂକ୍ରାନ୍ତି 41 / 50 41. ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି ଅବସ୍ଥିତ? A. ବାଲେଶ୍ଵର B. ପୁରୀ C. କେନ୍ଦ୍ରାପଡ଼ା D. ଯାଜପୁର 42 / 50 42. ଓଡ଼ିଶାର ଧଳା ପାଗୋଡ଼ା କାହାକୁ କୁହାଯାଏ? A. ଲିଙ୍ଗରାଜ ମନ୍ଦିର B. ପୁରୀର ଜଗନ୍ନାଥ ମନ୍ଦିର C. କୋଣାର୍କର ସୂର୍ଯ୍ୟ ମନ୍ଦିର D. ଧବଳେଶ୍ଵର ମନ୍ଦିର 43 / 50 43. ମହିମା ଧର୍ମର ପ୍ରତିଷ୍ଠାତା କିଏ ? A. ଭୀମ ଭୋଇ B. ବାବା ବିଶ୍ବନାଥ C. ମହିମା ଗୋସାଇଁ D. ସିଦ୍ଧ ବାବା 44 / 50 44. ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? A. କୋଣାର୍କ,ପୁରୀ ,ଖୋର୍ଦ୍ଧା B. ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର C. କଟକ, ଭୁବନେଶ୍ୱର, ପୁରୀ D. ପୁରୀ, ଭୁବନେଶ୍ୱର, କୋଣାର୍କ 45 / 50 45. ଓଡ଼ିଶାର ପ୍ରଥମ ଫିଲ୍ମର ନାମ କଣ? A. ସୀତା ବିବାହ B. ଡୋରା C. ସୁନା ପଞ୍ଜୁରୀ D. ବାବୁଲ 46 / 50 46. ଓଡ଼ିଶାର ବିହଙ୍ଗ ବିହାର କେଉଁଠି ଅବସ୍ଥିତ? A. ଚିଲିକା B. ଭିତରକନିକା C. ଗୋପାଳପୁର D. ନନ୍ଦନକାନନ 47 / 50 47. ଉତ୍କଳ ଦୀପିକା ପତ୍ରିକା ର ସମ୍ପାଦକ କିଏ ? A. ଫକୀର ମୋହନ ସେନାପତି B. ପ୍ରତିଭା ରାୟ C. ଗୌରୀଶଙ୍କର ରାୟ D. ବୈକୁଣ୍ଠନାଥ ଦେ 48 / 50 48. ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦ ପତ୍ରର ନାମ କଣ? A. ପ୍ରମେୟ B. ଉତ୍କଳ ଗୌରବ C. ସମାଜ D. ଉତ୍କଳ ଦୀପିକା 49 / 50 49. ଓଡ଼ିଶାର କେଉଁ ସ୍ଥାନ ଦସ୍ତା ପାଇଁ ପ୍ରସିଦ୍ଧ ? A. ବଡ଼ବିଲ B. ସୁନ୍ଦରଗଡ଼ C. ବରଗଡ଼ D. ଢ଼େଙ୍କାନାଳ 50 / 50 50. ଓଡ଼ିଶାର କଳା ପାଗୋଡ଼ା କାହାକୁ କୁହାଯାଏ? A. ଲିଙ୍ଗରାଜ ମନ୍ଦିର B. ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର C. କୋଣାର୍କର ସୂର୍ଯ୍ୟ ମନ୍ଦିର D. ଧବଳେଶ୍ଵର ମନ୍ଦିର Your score is Share with your friends. LinkedIn Facebook Twitter 0% Restart quiz