Advertisements

10th Class English VST: ପ୍ରିୟ ବନ୍ଧୁମାନେ BSE ଓଡିଶା ଦଶମ ଶ୍ରେଣୀ VST ପରୀକ୍ଷାରେ ସ୍ୱାଗତ । ଏହି ବର୍ଷର ମାଟ୍ରିକ୍ ପରୀକ୍ଷା ସହିତ, ଆମେ ମାଟ୍ରିକ୍ ପରୀକ୍ଷାରେ ଆପଣଙ୍କ ସ୍କୋର ବଢାଇ ବାକୁ ଚେଷ୍ଟା କରୁଛୁ, ଅର୍ଥାତ୍ ପରୀକ୍ଷାରେ ଆପଣଙ୍କର ଭଲ ନମ୍ବର ରହିବ, ଯାହା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି ।

ଫଳସ୍ୱରୂପ, ଅଧିକରୁ ଅଧିକ ପିଲା ଏଥିରୁ ଉପକୃତ ହୋଇପାରିବେ । ଏହାର ସିରିଜ୍ ଏମିତି ଆଗକୁ ଜାରି ରହିବ । ଆମେ ଆଶା କରୁଛୁ, ଆମ ପ୍ରୟାସ ଆପଣ ମାନଙ୍କୁ ଭଲ ଲାଗିବ ।

Exam Rules: 10th Class English VST

  1. ସନ୍ଧ୍ୟା 4:00 PM ରୁ 10:00 PM ମଧ୍ୟରେ Exam ଦେବାପାଇଁ ଚେଷ୍ଟା କରନ୍ତୁ ।
  2. 10:00 PM ପରେ Exam ଦେଲେ, ତାହା ଗ୍ରହଣ କରାଯିବ ନାହିଁ ।
  3. ପ୍ରତ୍ୟେକ Exam ର Answer Key ଆମ YouTube Channel (Adarsha Classes) ରେ Uplode କରାଯିବ ।
  4. Exam ରେ 25 ଟି MCQ ପଡ଼ିବ Time 30 ମିନିଟ୍ ସମୟ ଦିଆଯିବ। ସବୁ Subject ର ସବୁ Topics ଏହି Exam ରେ Cover କରାଯିବ। ଆଉ Top 5 ଜଣଙ୍କ ନାମ Answer key ଭିଡିଓ ରେ ଘୋଷଣା କରାଯିବ ।
  5. VST Exam ସରିଲା ପରେ Final Exam କରାଯିବ। ଆଉ ସେହି Exam ରେ Top 5 ଜଣଙ୍କୁ, ଆମ Channel ତରଫରୁ ପୁରସ୍କାର ପ୍ରଦାନ ସହ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ । ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ମାଗଣା ।

ଆପଣମାନେ ଆପଣଙ୍କ ସାଙ୍ଗସାଥୀ, ସହପାଠୀ ସମସ୍ତଙ୍କୁ ଏହି Exam ବିଷୟରେ ଜଣାଇ ଦିଅନ୍ତୁ ।

10th Class English VST

10th Class English VST
Advertisements

Subject : English
Full Mark : 25
Time : 30 Min.

Spread the love

Leave a Comment

Your email address will not be published. Required fields are marked *

Advertisements